Dr.Soumya Ranjan Behera

Dr.Soumya Ranjan Behera Hair Fall Specialist • 17,000+ Cases Treated
Hair Fall related issues Call 7682817790
3rd-Gen Doctor • N.I.H, Govt. of INDIA

“ମୁଣ୍ଡରେ ଅଧିକ ଖୁସ୍କି, ଜ୍ୱାଳା, itching ଓ ଧୀରେ ଧୀରେ hair loss କୁ ସାଧାରଣ ଭାବି ଅନଦେଖା କରନ୍ତୁ ନାହିଁ।ଏହା ‘Lichen Planopilaris’...
18/05/2026

“ମୁଣ୍ଡରେ ଅଧିକ ଖୁସ୍କି, ଜ୍ୱାଳା, itching ଓ ଧୀରେ ଧୀରେ hair loss କୁ ସାଧାରଣ ଭାବି ଅନଦେଖା କରନ୍ତୁ ନାହିଁ।
ଏହା ‘Lichen Planopilaris’ ପରି ଗୁରୁତର scalp condition ର ଲକ୍ଷଣ ହୋଇପାରେ। 🩺

ସଠିକ diagnosis ଓ ସମୟରେ care ଦ୍ୱାରା scalp ଓ hair follicles କୁ ସୁରକ୍ଷିତ ରଖିହେବ। ✨”

☎️ 7682817790

Scalp flakes, itching, and redness are not always just dandruff — it may be seborrheic dermatitis.Early attention helps ...
16/05/2026

Scalp flakes, itching, and redness are not always just dandruff — it may be seborrheic dermatitis.

Early attention helps control symptoms and prevent recurring flare-ups. Sharing this infographic to help more people recognize the signs and care for their scalp better. 🩺

DrBeheras SKIN HAIR Homeopathy Clinic, Bhubaneswar

☎️7682817790

ମେଲାଜ୍ମା କେବଳ ସାଧାରଣ ଦାଗ ନୁହେଁ —  ହର୍ମୋନ ପରିବର୍ତ୍ତନ ଓ ଚର୍ମର ସେନ୍ସିଟିଭିଟି ସହିତ ଜଡିତ ହୋଇପାରେ।ସମୟରେ ଠିକ୍ ଯତ୍ନ ନେଲେ ଏହା ନିୟନ...
14/05/2026

ମେଲାଜ୍ମା କେବଳ ସାଧାରଣ ଦାଗ ନୁହେଁ — ହର୍ମୋନ ପରିବର୍ତ୍ତନ ଓ ଚର୍ମର ସେନ୍ସିଟିଭିଟି ସହିତ ଜଡିତ ହୋଇପାରେ।
ସମୟରେ ଠିକ୍ ଯତ୍ନ ନେଲେ ଏହା ନିୟନ୍ତ୍ରଣରେ ଆସିପାରେ। ✨

ମୁହଁରେ କଳା ଦାଗ ଦେଖାଦେଉଛି କି? ଅବହେଳା କରନ୍ତୁ ନାହିଁ — ସଠିକ୍ ଚିକିତ୍ସା ନିଅନ୍ତୁ। 🩺

ସୋରିଆସିସ୍‌କୁ ଅନଦେଖା କରନ୍ତୁ ନାହିଁ ❗ଟ୍ରିଗର୍‌ଗୁଡିକୁ ଚିହ୍ନଟ କରନ୍ତୁ ଏବଂ ସଠିକ୍ ଯତ୍ନ ନିଅନ୍ତୁ।ସୁସ୍ଥ ଜୀବନଶୈଳୀ ଓ ସମୟମତେ ଚିକିତ୍ସାରେ...
04/05/2026

ସୋରିଆସିସ୍‌କୁ ଅନଦେଖା କରନ୍ତୁ ନାହିଁ ❗
ଟ୍ରିଗର୍‌ଗୁଡିକୁ ଚିହ୍ନଟ କରନ୍ତୁ ଏବଂ ସଠିକ୍ ଯତ୍ନ ନିଅନ୍ତୁ।
ସୁସ୍ଥ ଜୀବନଶୈଳୀ ଓ ସମୟମତେ ଚିକିତ୍ସାରେ ନିୟନ୍ତ୍ରଣ ସମ୍ଭବ ✅

ସଠିକ୍ ମାର୍ଗଦର୍ଶନ ସହିତ ସଠିକ୍ ସମୟରେ ସଠିକ୍ ଚିକିତ୍ସା ସନ୍ତୋଷଜନକ ଫଳାଫଳ ଦେଇପାରିବ ।
02/05/2026

ସଠିକ୍ ମାର୍ଗଦର୍ଶନ ସହିତ ସଠିକ୍ ସମୟରେ ସଠିକ୍ ଚିକିତ୍ସା ସନ୍ତୋଷଜନକ ଫଳାଫଳ ଦେଇପାରିବ ।

At DrBeheras Homeopathy Clinic, we focus on providing effective, safe & lasting solutions for Psoriasis by treating the ...
01/05/2026

At DrBeheras Homeopathy Clinic, we focus on providing effective, safe & lasting solutions for Psoriasis by treating the root cause naturally. 🌿

✔ Personalized treatment
✔ Steroid-free approach
✔ Long-term skin wellness

Take the first step towards healthier, confident skin.

ଶ୍ରୀଯୁକ୍ତ ଏସ୍. ପଟ୍ଟନାୟକ, ୪୬ ବର୍ଷ, ଭୁବନେଶ୍ୱର — ପ୍ରାଇଭେଟ୍ ଜବ୍ କରନ୍ତି ।ସେ ଆସିବା ସମୟରେ ପ୍ରଥମ କଥା କହିଲେ—“ମୁଁ ୧୦ ବର୍ଷ ହେଲା ecz...
30/04/2026

ଶ୍ରୀଯୁକ୍ତ ଏସ୍. ପଟ୍ଟନାୟକ, ୪୬ ବର୍ଷ, ଭୁବନେଶ୍ୱର — ପ୍ରାଇଭେଟ୍ ଜବ୍ କରନ୍ତି ।

ସେ ଆସିବା ସମୟରେ ପ୍ରଥମ କଥା କହିଲେ—
“ମୁଁ ୧୦ ବର୍ଷ ହେଲା eczema ସହିତ ଜୀବନ କଟାଉଛି… କିନ୍ତୁ ଏହା କେବେ ଠିକ୍ ହେଉନି!”

ତାଙ୍କ ହାତ, ଗୋଡ ଓ ଗଳା ପାଖରେ ଲାଲ ଦାଗ, କୁଣ୍ଡିଆ, ଶୁଷ୍କ ଚର୍ମ— କେବେ କମେ, କେବେ ବଢ଼େ। ରାତିରେ କୁଣ୍ଡିଆ ଏତେ ବଢ଼ୁଥିଲା ଯେ ନିଦ ଭଙ୍ଗିଯାଉଥିଲା । Office ରେ full sleeve ପିନ୍ଧି ରୋଗ ଲୁଚାଉଥିଲେ… କହିଲେ—
“Meeting ରେ ଲୋକେ ଦେଖିଲେ… ମୋତେ ବହୁତ embarrassing ଲାଗୁଥିଲା।”

୧୦ ବର୍ଷରେ ସେ ଅନେକ treatment try କରିଥିଲେ— steroid creams, ointments… କିଛି ଦିନ relief ମିଳୁଥିଲା, କିନ୍ତୁ ପୁଣି ସେଇ condition ଫେରି ଆସୁଥିଲା।
ସେ କହିଲେ—
“ମୁଁ ଭାବୁଥିଲି ଏହା ସିମ୍ପଲ୍ ଚର୍ମ ରୋଗ… କିନ୍ତୁ କାହିଁକି ଏହା ପୁଣି ପୁଣି ଆସୁଛି ମୁଁ ବୁଝିପାରୁନି।”

ଏହାଇ ଥିଲା ମୁଖ୍ୟ confusion।



କନସଲଟେସନ୍ ସମୟରେ ଯାହା ବାହାରିଲା…

ଆମେ ତାଙ୍କୁ detailରେ ପଚାରିଲୁ— କେବଳ skin symptoms ନୁହେଁ, ତାଙ୍କ lifestyle, stress level, sleep, food habits ସବୁ।

ଧୀରେ ଧୀରେ ଜଣାପଡ଼ିଲା—

* ସେ ବହୁତ stress ରେ ଥାନ୍ତିଲେ (job pressure)
* ଘୁମ ଭଲ ହେଉନଥିଲା
* acidity & digestion issue ବହୁତ ଥିଲା
* ଏବଂ ଏକ interesting କଥା— stress ବଢିଲେ eczema ମଧ୍ୟ flare-up ହେଉଥିଲା

ସେତେବେଳେ ଆମେ ତାଙ୍କୁ ସରଳ ଭାବେ କହିଲୁ—
“ଆପଣଙ୍କ eczema କେବଳ skin problem ନୁହେଁ… ଏହା ଶରୀର stress and immune linked concern।”

ସେ ଅଳ୍ପ ଆଶ୍ଚର୍ଯ୍ୟ ହେଲେ—
“ମାନେ… ଏହାର root cause ଅନ୍ୟ କିଛି?”

ଆମ approach କେମିତି ଅଲଗା ଥିଲା

ଆମେ ointment ଦେଇ symptom suppress କରିନଥିଲୁ।
Individualized Homeopathy treatment ଦ୍ୱାରା—

* ତାଙ୍କ body constitution
* stress response
* digestion pattern & immune response
ସବୁକୁ consider କରି remedy select କଲୁ।

ସାଙ୍ଗରେ ଛୋଟ lifestyle changes—
* proper sleep routine
* spicy food କମ୍ କରିବା
* simple stress management tips

ପ୍ରଥମ ୩-୪ ସପ୍ତାହରେ—
* କୁଣ୍ଡିଆ କମିଲା
* ନିଦ ଭଲ ହେବା ଆରମ୍ଭ କଲା

୨-୩ ମାସ ପରେ—
* Rashes gradually heal ହେଲା
* flare-up frequency କମିଗଲା

୬ ମାସ ପରେ ସେ ହସି କହିଲେ—
“ଡାକ୍ତରବାବୁ… ଏବେ ମୁଁ tension ନେଉନି… ଆଉ eczema ମଧ୍ୟ ମୋତେ ସେତେ disturb କରୁନି!”

ଶେଷରେ ଏକ ସତ୍ୟ
Skin problem ବହୁତ ସମୟରେ surface ରେ ଦେଖାଯାଏ… କିନ୍ତୁ ମୂଳ କାରଣ ଥାଏ ଶରୀର ଭିତରେ।

୧୦ ବର୍ଷ ଧରି ଯାହାକୁ “simple eczema” ଭାବିଥିଲେ… ସେଥିରେ hidden factors— stress, digestion, immune ,lifestyle— ମୁଖ୍ୟ ଭୂମିକା ନେଉଥିଲା।

👉 ତେଣୁ ଦେରି କରନ୍ତୁନି।
Proper diagnosis ଓ root-cause treatment ଛଡ଼ା chronic skin problem ସହଜରେ ଯାଏନି।

ଆପଣ ମଧ୍ୟ ଏମିତି ସମସ୍ୟା ସହିତ ଜୁଝୁଛନ୍ତି କି?
ସମୟରେ ସଠିକ୍ decision ନିଅନ୍ତୁ।

28/04/2026

ଶ୍ରୀମତୀ ସୁନିତା ନାୟକ, ବୟସ ୩୬ ବର୍ଷ — ଭୁବନେଶ୍ୱରର ଜଣେ working mother।

ସେ ପ୍ରଥମେ clinic କୁ ଆସି ବସିଥିବା ବେଳେ ହସୁଥିଲେ… କିନ୍ତୁ କଥା ଆରମ୍ଭ କରିବା ସହିତ ଆଖି ଭିଜିଗଲା।
ସେ କହିଲେ — “ଡାକ୍ତରବାବୁ, ମୋ ମୁହଁରେ ଆସ୍ତେ ଆସ୍ତେ କଳା ଦାଗ ହେଉଛି… ଲୋକେ ପଚାରୁଛନ୍ତି କଣ ହେଲା? ଫଟୋ ନେବାକୁ ମଧ୍ୟ ମନ ହୁଏନି…”

ଆରମ୍ଭରେ ଛୋଟ ଛୋଟ brown patches ଗାଳ ଓ forehead ରେ ଥିଲା। ସେ ଭାବିଥିଲେ ସାଧାରଣ tanning ହେବ।
ତେଣୁ fairness cream, sunscreen, parlour facial, online serum—ସବୁ try କଲେ। କିଛି ଦିନ ହଳୁକା ଲାଗୁଥିଲା, ପୁଣି ଦାଗ ଆଉ ଗାଢ଼ ହେଉଥିଲା।

ଧୀରେ ଧୀରେ situation ଖରାପ ହେଲା।
ମୁହଁର pigmentation ଏତେ visible ହେଲା ଯେ ସେ family function କୁ ଯିବା avoid କରୁଥିଲେ।
Office ରେ ମଧ୍ୟ makeup ବିନା ଯାଉନଥିଲେ।
ଭିତରେ stress ବଢ଼ୁଥିଲା… ଓ stress ବଢ଼ିଲେ pigmentation ଆଉ worsen ହେଉଥିଲା।

Consultation ସମୟରେ ଆମେ ଖାଲି skin ଦେଖି treatment ଦେଇନୁହେଁ।
Detailed history ନେବା ବେଳେ ଜଣାପଡ଼ିଲା—

* ତାଙ୍କର periods irregular ଥିଲା
* Sleep ବହୁତ poor
* Frequent stress ଥିଲା family responsibility ପାଇଁ
* ଏବଂ ସେ ଖୁବ ଦିନ ଧରି hormonal tablets ନେଇଥିଲେ

ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ —
“ମାନେ ମୋ ମୁହଁର ଦାଗର କାରଣ skin cream ନୁହେଁ… body ଭିତରେ ଥିଲା?”

ସେଠାରେ root cause clear ହେଲା—ଏହା କେବଳ outer skin problem ନୁହେଁ, hormonal imbalance + stress trigger କରୁଥିବା pigmentation issue ଥିଲା।

ତାଙ୍କ body pattern, stress nature, hormonal history ଅନୁସାରେ individualized homeopathic medicine ଆରମ୍ଭ କରାଗଲା।
ସହିତ simple advice ଦିଆଗଲା—

* proper sleep
* direct sun exposure କମ କରିବା
* junk food reduce
* enough water intake
* unnecessary cosmetic products stop କରିବା

ପ୍ରଥମ ମାସରେ new patches ଆସିବା କମିଲା।
ଦ୍ୱିତୀୟ ମାସରେ existing pigmentation ହଳୁକା ହେବା ଆରମ୍ଭ ହେଲା।
କିଛି ମାସ ପରେ ସେ follow-up ରେ ଆସି ହସି କହିଲେ—

“ଏବେ ମୁଁ makeup ବିନା ବାହାରୁଛି… ଆଉ mirror ଦେଖି ଭୟ ଲାଗୁନି।”

Face ର ଦାଗ କେବେ କେବେ skin problem ନୁହେଁ…
ତାହାର ପଛରେ hormones, stress, lifestyle ଭଳି hidden causes ଥାଇପାରେ।

Cream ଲଗାଇ ଦାଗ ଢାକିବା ପୂର୍ବରୁ… ଠିକ୍ କାରଣ ଜାଣନ୍ତୁ। Proper diagnosis matters.
ଆପଣ କିମ୍ବା ଆପଣଙ୍କ family ର କାହାରି ଏଭଳି problem ଥିଲେ, ignore କରନ୍ତୁ ନାହିଁ.

ଶ୍ରୀଯୁକ୍ତ ଆର. ପାଢୀ, 43 ବର୍ଷ — ସୋରିଆସିସ୍ ସହ ୬ ବର୍ଷର ଯୁଦ୍ଧ…“ ଚର୍ମରୁ ଚୋପା ଛାଡିଲାପରି ହେଉଛି… ଲୋକଙ୍କ ଆଗରେ ଯିବାକୁ ମଧ୍ୟ ଲଜ୍ଜା ଲା...
28/04/2026

ଶ୍ରୀଯୁକ୍ତ ଆର. ପାଢୀ, 43 ବର୍ଷ — ସୋରିଆସିସ୍ ସହ ୬ ବର୍ଷର ଯୁଦ୍ଧ…

“ ଚର୍ମରୁ ଚୋପା ଛାଡିଲାପରି ହେଉଛି… ଲୋକଙ୍କ ଆଗରେ ଯିବାକୁ ମଧ୍ୟ ଲଜ୍ଜା ଲାଗୁଛି।”

43 ବର୍ଷର ଜଣେ ବ୍ୟବସାୟୀ। ବାହାରୁ ସବୁକିଛି ଠିକ୍‌ ଲାଗୁଥିଲା, କିନ୍ତୁ ଭିତରେ ସେ ଦୀର୍ଘଦିନ ଧରି ସୋରିଆସିସ୍‌ ସହ ଲଢ଼ୁଥିଲେ। ଆରମ୍ଭରେ ହାତରେ ଛୋଟ ଛୋଟ ଲାଲ ଦାଗ ହେଉଥିଲା। ସେ ଭାବିଥିଲେ ଏଲର୍ଜି ହେବ। କିଛି ଦିନ ପରେ ସେହି ଦାଗ scalp, elbow, knee ଓ back ପର୍ଯ୍ୟନ୍ତ ପ୍ରସାରିତ ହେଲା। Dry flakes ପଡ଼ୁଥିଲା, itching ବଢ଼ୁଥିଲା, ରାତିରେ ନିଦ ମଧ୍ୟ ହେଉନଥିଲା।

ସବୁଠାରୁ ବଡ଼ କଷ୍ଟ?
କଳା shirt ପିନ୍ଧିଲେ ସାରା କାନ୍ଧରେ white flakes ଦେଖାଯାଉଥିଲା। meeting ରେ confidence ହ୍ରାସ ପାଇଁଥିଲା। Family function କୁ ଯିବା avoid କରୁଥିଲେ। ତାଙ୍କ କଥାରେ —
“ମୁଁ ରୋଗ ଠାରୁ ଅଧିକ, ଲୋକଙ୍କ ଦୃଷ୍ଟିରୁ ଭୟ ପାଉଥିଲି।”

ସେ steroid cream, ointment — ବହୁତ treatment try କରିଥିଲେ। କିଛିଦିନ relief ମିଳୁଥିଲା, ପୁଣି flare-up ହେଉଥିଲା। ସେ confused ଥିଲେ — “ଆସଲେ problem କଣ?”

Consultation ସମୟରେ ଆମେ detail ରେ history ନେଲୁ। ସେତେବେଳେ ଜଣାପଡ଼ିଲା ଯେ business stress ବହୁତ ଥିଲା, sleep irregular ଥିଲା, spicy food ଓ alcohol ମଧ୍ୟ trigger କରୁଥିଲା। ତାଙ୍କ immunity pattern ଓ emotional stress ମଧ୍ୟ ସମସ୍ୟାକୁ ଅଧିକ କରୁଥିଲା।

ତେଣୁ କେବଳ skin କୁ suppress କରିବା ପାଇଁ treatment ନୁହେଁ…
ଆମେ ଦେଲୁ individualized homeopathic treatment, ତାଙ୍କ body constitution ଅନୁସାରେ। ସହିତ simple lifestyle changes — proper sleep, stress management, trigger food avoidance, hydration advice।

ପ୍ରଥମ ମାସରେ itching କିଛି କମିଲା।
ଦ୍ୱିତୀୟ ମାସରେ flakes significantly କମିଗଲା।
ଧୀରେ ଧୀରେ redness ଓ patches ହ୍ରାସ ପାଇଲା।

କିଛି ମାସ ପରେ ସେ clinic କୁ ଆସି ହସିକି କହିଲେ —
“ଡାକ୍ତରବାବୁ, ଏବେ କଳା shirt ପିନ୍ଧିବାରେ ଭୟ ନାହିଁ… ମୁଁ ପୁଣି normal life କୁ ଫେରିଆସିଛି।”

Insight: Psoriasis କେବଳ skin problem ନୁହେଁ। ବହୁତ ସମୟରେ stress, immunity imbalance ଓ lifestyle triggers ଏହାକୁ ବଢ଼ାଇଦିଏ। କେବଳ cream ଲଗାଇ ଚାପି ଦେଲେ permanent solution ମିଳେନି।

ଯଦି ଆପଣ ମଧ୍ୟ psoriasis କୁ ignore କରୁଛନ୍ତି, proper diagnosis ଓ root-cause treatment ବହୁତ important।

ରାହୁଲ , ୩୨ ବର୍ଷ, Bhubaneswarରେ IT job କରୁଥିଲେ।ସେ clinicକୁ ଆସି ବସିବା ସହିତ ପ୍ରଥମ କଥା କହିଲେ—“ ମୋ ମୁଣ୍ଡ ସବୁବେଳେ ଗରମ ଗରମ ଲାଗୁ...
27/04/2026

ରାହୁଲ , ୩୨ ବର୍ଷ, Bhubaneswarରେ IT job କରୁଥିଲେ।

ସେ clinicକୁ ଆସି ବସିବା ସହିତ ପ୍ରଥମ କଥା କହିଲେ—
“ ମୋ ମୁଣ୍ଡ ସବୁବେଳେ ଗରମ ଗରମ ଲାଗୁଛି… scalpରେ burning sensation ହେଉଛି… ଏବଂ hair fall ଦିନକୁ ଦିନ ବଢୁଛି। ମୁଁ ବୁଝିପାରୁନି କଣ ହେଉଛି।”

ପ୍ରଥମେ ସେ ଭାବିଥିଲେ ଏହା କେବଳ dandruff କିମ୍ବା weather issue। Medical shampoo use କଲେ, oils change କଲେ, online remedies try କଲେ। ପରେ Minoxidil ମଧ୍ୟ use କଲେ। କିଛି ଦିନ ଭଲ ଲାଗିଲା… କିନ୍ତୁ hair fall ପୁଣି start ହେଲା।

Slowly problem ଆଉ serious ହେବାକୁ ଲାଗିଲା—

* scalp heat sensation
* itching
* hair thinning near front line
* excessive hair on pillow & bathroom floor

Office stress ବଢୁଥିଲା। Night shifts + poor sleep + irregular meals ତାଙ୍କ routineକୁ completely disturb କରିଦେଇଥିଲା।

ସେ କହିଲେ—
“ମୁଁ mirror ଦେଖିବାକୁ ଭୟ ପାଉଥିଲି… ବୟସ ୩୨, କିନ୍ତୁ ଲାଗୁଥିଲା ଯେ hairline ଖୁବ fast ପଛକୁ ଯାଉଛି।”

Consultation timeରେ ମୁଁ କେବଳ hair fall ଦେଖିଲି ନାହିଁ। Detailed case analysis —
sleep pattern, stress level, food habits, scalp condition, digestion, family history — ସବୁ check କଲି।

ତାହା ପରେ ମୁଖ୍ୟ କାରଣ ଆସିଲା ସାମ୍ନାକୁ—
chronic stress + sleep deprivation + scalp inflammation ତାଙ୍କ hair rootsକୁ weak କରୁଥିଲା।

ସେ ଆଶ୍ଚର୍ଯ୍ୟ ହୋଇ କହିଲେ—
“ମୁଁ ଭାବୁଥିଲି କେବଳ shampoo problem!”

ତାଙ୍କ ପାଇଁ individualized homeopathic treatment plan ତିଆରି କରାଗଲା—
✔ scalp inflammation control
✔ root strengthening approach
✔ stress management support
✔ simple lifestyle advice (better sleep timing, hydration, diet changes)

1 month ପରେ burning sensation କମିଲା।
2–3 months ପରେ hair fall noticeably reduce ହେଲା।
ପରେ ସେ confidence ସହିତ କହିଲେ—

“ଏବେ mirror ଦେଖି tension ହୁଏନି.”

Lesson: Hair fall ସବୁବେଳେ କେବଳ external problem ନୁହେଁ। Hidden root causes ignore କଲେ problem ବଢିପାରେ।

ଯଦି ଆପଣଙ୍କୁ ମଧ୍ୟ unusual scalp symptoms + hair fall ହେଉଛି, self-treatment କରି ସମୟ ନଷ୍ଟ କରନ୍ତୁ ନାହିଁ। Proper diagnosis matters.

କେବଳ Minoxidil ଲଗାଇଲେ Hair Fall permanently control ହେବ କି? ନା।Minoxidil କ’ଣ କରେ?➡️ ଏହା hair follicles କୁ temporarily st...
26/04/2026

କେବଳ Minoxidil ଲଗାଇଲେ Hair Fall permanently control ହେବ କି? ନା।

Minoxidil କ’ଣ କରେ?
➡️ ଏହା hair follicles କୁ temporarily stimulate କରେ
➡️ Blood circulation improve କରି hair growth phase କୁ extend କରେ
➡️ କିଛିଦିନ ପର୍ଯ୍ୟନ୍ତ results ଦେଖାଯାଇପାରେ

କିନ୍ତୁ ଯେତେବେଳେ ହଠାତ୍ stop କରିଦିଅନ୍ତି👇

❌ Underlying problems (DHT sensitivity, hormonal imbalance, stress, nutrition issues, scalp health) ବଡିଯାଇଥାଏ
❌ Follicles ପୁଣି weak phase କୁ ଯାଇପାରେ
❌ ତେଣୁ “shedding” କିମ୍ବା hair fall ପୁଣି ଆରମ୍ଭ ହୋଇଥାଏ

ସେଥିପାଇଁ ଅନେକ ଲୋକ କହନ୍ତି —
“Minoxidil ବନ୍ଦ କଲେ ପୁଣି କେଶ ଝଡ଼ିଗଲା!”

Real solution କ’ଣ?
Root cause identify କରି personalized treatment plan ଦରକାର — genetics, scalp condition, lifestyle, hormones & overall health କୁ address କରିବା ଦରକାର।

ଆମ clinic ରେ ଆମେ hair loss କୁ କେବଳ ବାହାରୁ manage ନୁହେଁ, ଭିତରର causes କୁ analyze କରି long-term improvement ଉପରେ focus କରୁଛୁ.

📞 Consultation: 7682817790
📍 Dr Behera’s Homeopathy Clinic, Bhubaneswar

Address

Bhubaneswar

Opening Hours

Monday 9am - 1am
Tuesday 9am - 1am
Wednesday 9am - 1am
Thursday 9am - 1am
Friday 9am - 1pm
Saturday 9am - 1pm

Alerts

Be the first to know and let us send you an email when Dr.Soumya Ranjan Behera posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Dr.Soumya Ranjan Behera:

Share