Sai Smile Home Nursing

Sai Smile Home  Nursing Contact information, map and directions, contact form, opening hours, services, ratings, photos, videos and announcements from Sai Smile Home Nursing, Nursing home, Bhubaneswar.

💚 Home Nursing Care, Now at Your Doorstep! 🏡👩‍⚕️💉 Injection ଠାରୁ Dressing ପର୍ଯ୍ୟନ୍ତ—ଏବେ ସବୁ Nursing Care ଆପଣଙ୍କ Home ରେ।...
29/07/2026

💚 Home Nursing Care, Now at Your Doorstep! 🏡👩‍⚕️

💉 Injection ଠାରୁ Dressing ପର୍ଯ୍ୟନ୍ତ—ଏବେ ସବୁ Nursing Care ଆପଣଙ୍କ Home ରେ।

Sai Smile Foundation ଆଣୁଛି Professional Home Nursing Service ଯାହା ଦେଉଛି Hospital-Quality Care, ଆପଣଙ୍କ ଘରର ସୁବିଧାରେ।

✅ Trained & Verified Nurses
✅ Home Visit Service
✅ Personalised Patient Care
✅ 24×7 Support & Assistance

👨‍👩‍👧 ଆପଣଙ୍କ ପ୍ରିୟଜନଙ୍କୁ ଦିଅନ୍ତୁ Safe, Comfortable & Compassionate Care—ଘରେ ବସି।

📞 Book Your Home Nursing Service Today!
📲 Call: +91 7978542998

🌺 Happy Bahuda Yatra 2026!May every step of Lord Jagannath's return fill your life with love, faith, and countless bless...
24/07/2026

🌺 Happy Bahuda Yatra 2026!

May every step of Lord Jagannath's return fill your life with love, faith, and countless blessings. ✨🙏

16/07/2026

🌼 ଶୁଭ ରଥଯାତ୍ରା 🌼

ଜଗନ୍ନାଥ ମହାପ୍ରଭୁଙ୍କ ଅସୀମ କୃପା ଆପଣ ଓ ଆପଣଙ୍କ ପରିବାର ଉପରେ ସଦା ବର୍ଷିତ ହେଉ। 🙏✨

ଏହି ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କ ଜୀବନରେ ଆସୁ ସୁସ୍ୱାସ୍ଥ୍ୟ, ଶାନ୍ତି, ସୁଖ, ସମୃଦ୍ଧି ଓ ନୂଆ ଆଶାର ଆଲୋକ।

❤️ Sai Smile Foundation ପକ୍ଷରୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଜଣାଉଛୁ ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

"ମହାପ୍ରଭୁଙ୍କ କୃପା ସଦା ଆପଣଙ୍କ ସାଥିରେ ରହୁ।" 🌸

❤️ ଆପଣଙ୍କ ସ୍ୱାସ୍ଥ୍ୟ, ଆମର ଦାୟିତ୍ୱ। ❤️👨‍⚕️ Senior Care ହେଉ କି Patient Care, Sai Smile Foundation ସବୁବେଳେ ଆପଣଙ୍କ ସହ।ଆମର ସେବ...
13/07/2026

❤️ ଆପଣଙ୍କ ସ୍ୱାସ୍ଥ୍ୟ, ଆମର ଦାୟିତ୍ୱ। ❤️

👨‍⚕️ Senior Care ହେଉ କି Patient Care, Sai Smile Foundation ସବୁବେଳେ ଆପଣଙ୍କ ସହ।

ଆମର ସେବା:
✅ Experienced Nurses
✅ Compassionate Care
✅ Trusted Service
✅ Affordable Pricing

ଘରେ ବସି ପାଆନ୍ତୁ ଉଚ୍ଚମାନର ନର୍ସିଂ ଏବଂ କେୟାର ସେବା। ଆପଣଙ୍କ ପ୍ରିୟଜନଙ୍କ ସୁସ୍ଥତା ଓ ସୁରକ୍ଷା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ।

📞+91 7978542998
🌐 www.saismilefoundation.com

💚 Sai Smile Foundation – Caring with Compassion, Serving with Trust.

🏥 ଘରେ ରୁହନ୍ତୁ, Healthy ରୁହନ୍ତୁ! 💚Sai Smile Foundation ଆଣିଛି ଆପଣଙ୍କ ପାଇଁ Expert Medical Care at Home।👩‍⚕️ ଆମର ଅଭିଜ୍ଞ ଓ ଯତ...
06/07/2026

🏥 ଘରେ ରୁହନ୍ତୁ, Healthy ରୁହନ୍ତୁ! 💚
Sai Smile Foundation ଆଣିଛି ଆପଣଙ୍କ ପାଇଁ Expert Medical Care at Home।

👩‍⚕️ ଆମର ଅଭିଜ୍ଞ ଓ ଯତ୍ନଶୀଳ Nurses ଆପଣଙ୍କ ଘରେ ପହଞ୍ଚି ଦେବେ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା, ଯାହାରେ ଆପଣ ଓ ଆପଣଙ୍କ ପରିବାର ରହିବେ ନିରାପଦ ଓ ସୁସ୍ଥ।

✅ Experienced Nurses
✅ Compassionate Care
✅ Trusted Service

📞 ଆଜି ହିଁ Call କରନ୍ତୁ: +91 7978542998
🌐 Website: www.saismilefoundation.com

💚 Sai Smile Foundation – Health • Strength • Safety

Patientଙ୍କ ପାଇଁ 24×7 Professional Care Taker Service ଖୋଜୁଛନ୍ତି କି?Sai Smile Foundation ଆଣିଛି ଘରେ ବସି ସୁରକ୍ଷିତ, ବିଶ୍ୱସନୀୟ...
30/06/2026

Patientଙ୍କ ପାଇଁ 24×7 Professional Care Taker Service ଖୋଜୁଛନ୍ତି କି?

Sai Smile Foundation ଆଣିଛି ଘରେ ବସି ସୁରକ୍ଷିତ, ବିଶ୍ୱସନୀୟ ଓ ପ୍ରଫେସନାଲ୍ Care Taker Service, ଯାହା ଆପଣଙ୍କ ପ୍ରିୟଜନଙ୍କୁ ଦେବ ସ୍ନେହ, ସୁରକ୍ଷା ଓ ଯତ୍ନ।

✨ Why Choose Us?
✅ Experienced Caregivers
✅ Customized Care Plans
✅ Medical Support
✅ Affordable Pricing with Premium Care
✅ 24×7 Reliable Service

🏡 Care That Feels Like Family

ଆଜିହିଁ ଆପଣଙ୍କ ପରିବାର ପାଇଁ Safe, Trusted & Compassionate Care ବୁକ୍ କରନ୍ତୁ।

📞 +91 7978542998
🌐 www.saismilefoundation.com
📍 Plot No: 72, Phase 5, Dumduma, Khandagiri, Bhubaneswar

🌿 🏥 Sai Smile Foundation – Home Nursing Services in Bhubaneswar 🏥 🌿ଘରେ ରହି Best Healthcare Support ଚାହୁଁଛନ୍ତି କି?ଆପଣଙ୍କ ...
22/06/2026

🌿 🏥 Sai Smile Foundation – Home Nursing Services in Bhubaneswar 🏥 🌿

ଘରେ ରହି Best Healthcare Support ଚାହୁଁଛନ୍ତି କି?

ଆପଣଙ୍କ ପ୍ରିୟଜନଙ୍କ ପାଇଁ ଏବେ ମିଳୁଛି ଘରେ ବସି Professional Home Nursing Care। ଅନୁଭବୀ ନର୍ସ ଓ କେୟାରଗିଭର୍‌ମାନଙ୍କ ଦ୍ୱାରା ରୋଗୀ, ବୃଦ୍ଧ ବ୍ୟକ୍ତି ଓ ସର୍ଜେରୀ ପରବର୍ତ୍ତୀ ଯତ୍ନ ସେବା ପ୍ରଦାନ କରାଯାଉଛି।

✅ Comfort of Home
✅ Professional Nursing Care
✅ Compassionate Support
✅ Safe & Reliable Services

ଆପଣଙ୍କ ପ୍ରିୟଜନଙ୍କୁ ଦିଅନ୍ତୁ ସୁରକ୍ଷିତ, ସ୍ନେହପୂର୍ଣ୍ଣ ଓ ପ୍ରଫେସନାଲ୍ ଚିକିତ୍ସା ସହଯୋଗ।

📞 Why Wait? Call Sai Smile Foundation Now!
📱 +91 7978542998

📍 Plot No: 72, Phase 5, Dumduma, Khandagiri, Bhubaneswar

ରଜ ପର୍ବର ଏହି ପବିତ୍ର ଓ ଆନନ୍ଦମୟ ଅବସରରେ ସମସ୍ତଙ୍କୁ Sai Smile Foundation ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 💐
14/06/2026

ରଜ ପର୍ବର ଏହି ପବିତ୍ର ଓ ଆନନ୍ଦମୟ ଅବସରରେ ସମସ୍ତଙ୍କୁ Sai Smile Foundation ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 💐

🌿 ବୃଦ୍ଧ ଲୋକଙ୍କ ସେବା ଏବେ ଆହୁରି ସହଜ 🌿👴👵 Elderly Care Service In Bhubaneswarଆପଣଙ୍କ ପ୍ରିୟଜନଙ୍କ ପାଇଁ ଘରେ ବସି ପାଆନ୍ତୁ ପ୍ରଫେସନା...
08/06/2026

🌿 ବୃଦ୍ଧ ଲୋକଙ୍କ ସେବା ଏବେ ଆହୁରି ସହଜ 🌿

👴👵 Elderly Care Service In Bhubaneswar

ଆପଣଙ୍କ ପ୍ରିୟଜନଙ୍କ ପାଇଁ ଘରେ ବସି ପାଆନ୍ତୁ ପ୍ରଫେସନାଲ୍ ଏବଂ ବିଶ୍ୱସନୀୟ ବୃଦ୍ଧ ସେବା।

✅ Personal Care
✅ Feeding Assistance
✅ Walking Support
✅ Health Monitoring
✅ Friendly Companionship

💙 ଯତ୍ନ ରହି ଥାଆନ୍ତୁ – Professional Elderly Care Service

📞 ଅଧିକ ସୂଚନା ପାଇଁ ଆଜି ଆମ ସହ ଯୋଗାଯୋଗ କରନ୍ତୁ

📱 +91 7978542998
🌐 www.saismilefoundation.com

📍 Plot No: 72, Phase 5, Dumduma, Khandagiri, Bhubaneswar

🏡 ହସ୍ପିଟାଲ ଭଳି Naajal Feeding Care ଏବେ ଘରେ!ପରିବାରର କୌଣସି ସଦସ୍ୟଙ୍କୁ Naajal Feeding Care ଆବଶ୍ୟକ କି?ଏବେ ଆପଣଙ୍କ ଘରେ ହିଁ ପାଆନ...
02/06/2026

🏡 ହସ୍ପିଟାଲ ଭଳି Naajal Feeding Care ଏବେ ଘରେ!

ପରିବାରର କୌଣସି ସଦସ୍ୟଙ୍କୁ Naajal Feeding Care ଆବଶ୍ୟକ କି?
ଏବେ ଆପଣଙ୍କ ଘରେ ହିଁ ପାଆନ୍ତୁ ଭରସାଯୋଗ୍ୟ ଓ ଯତ୍ନଶୀଳ ସେବା Sai Smile Foundation ତରଫରୁ।

✅ Trained Nursing Support
✅ Timely Feeding Assistance
✅ Patient Health Monitoring
✅ Complete Home Care Support

ଆମର ଅନୁଭବୀ ଓ ପ୍ରଶିକ୍ଷିତ ଟିମ୍ ରୋଗୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧାକୁ ସର୍ବପ୍ରଥମେ ଗୁରୁତ୍ୱ ଦିଏ।

💙 Care at Home, Comfort & Recovery at Heart

📍 Plot No: 72, Phase 5, Dumduma, Khandagiri, Bhubaneswar
📞 +91 7978542998
🌐 www.saismilefoundation.com

Address

Bhubaneswar

Website

Alerts

Be the first to know and let us send you an email when Sai Smile Home Nursing posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share