Arogya Disha-ଆରୋଗ୍ୟ ଦିଶା

Arogya Disha-ଆରୋଗ୍ୟ ଦିଶା A Trusted Medical Consultancy 🏥

Your trusted guide for better health and right medical direction.✅

30/06/2026
08/02/2026

#ଜାତୀୟକୃମିନାଶକଦିବସ

05/02/2026
Lern the first ⛑️ aid and save a life.
13/01/2026

Lern the first ⛑️ aid and save a life.

ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡ୍ସ ଏବଂ ମାନବ ସ୍ୱାସ୍ଥ୍ୟ 🍔🥪🍟🌮🌯🥙🍜🍩🍪🧁🍭🍬🍿🍟🍟🍟ଆଜିର ସମୟରେ Ultra-Processed Foods (UPFs) ମାନବ ସ୍ୱାସ୍ଥ୍ୟ ପାଇଁ ଏ...
20/11/2025

ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡ୍ସ ଏବଂ ମାନବ ସ୍ୱାସ୍ଥ୍ୟ 🍔🥪🍟🌮🌯🥙🍜🍩🍪🧁🍭🍬🍿🍟🍟🍟
ଆଜିର ସମୟରେ Ultra-Processed Foods (UPFs) ମାନବ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ଗ୍ଲୋବାଲ୍ ଚ୍ୟାାଲେଞ୍ଜ ହୋଇଯାଇଛି।
ଏହାକୁ ନେଇ ବିଶ୍ୱସ୍ତରରେ ତୁରନ୍ତ କାର୍ଯ୍ୟ ନିଆଯିବା ଅତ୍ୟାବଶ୍ୟକ।

📌 NOVA ଖାଦ୍ୟ ଶ୍ରେଣୀକରଣ
ଏହା ଖାଦ୍ୟରେ କେତେ ମାତ୍ରାରେ ଏବଂ କେଉଁ ଉଦ୍ଦେଶ୍ୟରେ ପ୍ରୋସେସ୍ କରାଯାଇଛି—ଏହାର ଆଧାରରେ ଭାଗ କରାଯାଇଛି ।

1. Unprocessed or minimally processed foods– ପୂର୍ଣ୍ଣ ପ୍ରାକୃତିକ, ଅତ୍ୟଳ୍ପ ହସ୍ତକ୍ଷେପ।
2. Processed culinary ingredients(ମସଲା/ତେଲ/ଚିନି/ଲୁଣ)
3. Processed foods-ପ୍ରୋସେସ ଖାଦ୍ୟ
– ଲୁଣ, ଚିନି, ତେଲ ମିଶାଇ ଖାଦ୍ୟର ସଂରକ୍ଷଣ କରିବା ।
4. Ultra-processed foods:
ଏଗୁଡିକ branded products—ଶସ୍ତା food-derived substances, ରସାୟନିକ additives, flavouring, colouring ଓ preservatives ଦ୍ୱାରା ତିଆରି।

ମୂଖ୍ୟ ଉଦ୍ଦେଶ୍ୟ—
“ଶସ୍ତା ଖାଦ୍ୟ-ଆଧାରିତ ପଦାର୍ଥ ଏବଂ ଏଡିଟିଭ୍‌ସ୍‌ (ରସାୟନିକ ମିଶ୍ରଣ) ଦ୍ୱାରା ତିଆରି ଏହି ପ୍ରୋଡକ୍ଟଗୁଡିକ ସତେଜ ଖାଦ୍ୟ (NOVA ଗୋଷ୍ଠୀ 1–3) ଓ ତାଜା ତିଆରି ଖାଦ୍ୟକୁ ବଦଳାଇ ଦେବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଶିଳ୍ପ ସଂସ୍ଥା ଗୁଡ଼ିକୁ ସର୍ବାଧିକ ଲାଭ ପହଞ୍ଚାଇବା ଲକ୍ଷ୍ୟରେ ଆକ୍ରାମକ ଭାବରେ ବଜାରରେ ପ୍ରଚାର କରାଯାଉଛି।

ପ୍ରାୟ ୨୦ ବର୍ଷ ପୂର୍ବରୁ, ବ୍ରାଜିଲ୍‌ରେ ମୋଟାପଣରେ ବୃଦ୍ଧି ପାଉଥିବା ଉପରେ ଅଧ୍ୟୟନ କଲାବେଳେ ଗବେଷକମାନେ ଦେଖିଥିଲେ—
ଖାଦ୍ୟ ପ୍ରୋସେସିଂର ଉଦ୍ଦେଶ୍ୟ ସଂରକ୍ଷଣରୁ ବଦଳି, ଲାଭ ପାଇଁ substitutes ତିଆରି କରିବାକୁ ହୋଇଯାଇଛି ।

ସେଠାଠୁ ହିଁ NOVA ଶ୍ରେଣୀକରଣର 4th group—UPFs ଆସିଲା।

🌍 ବିଶ୍ୱ ଖାଦ୍ୟ ପ୍ରବୃତ୍ତି

UPFs ସାରା ବିଶ୍ୱରେ ପାରମ୍ପରିକ ଖାଦ୍ୟକୁ ବଦଳାଇ ଦେଉଛି।
୨୦୦୭–୨୦୨୨ ମଧ୍ୟରେ ଲୋ-ଇନକମ୍ ଏବଂ ମିଡଲ୍-ଇନକମ୍ ଦେଶମାନେ UPF ବ୍ୟବହାର ଦ୍ରୁତ ଗତିରେ ବଢ଼ିଛି।
ହାଇ-ଇନକମ୍ ଦେଶରେ ଏହା ପୂର୍ବରୁ ମାକ୍ସିମମ୍ ସ୍ତରରେ ରହିଛି।
📚 ବୈଜ୍ଞାନିକ ପ୍ରମାଣ
୧୦୪ ଟି ଅଧ୍ୟୟନରୁ ୯୨ ଟି ଅଧ୍ୟୟନ UPF ସ‌ହ chronic disease ବଢ଼ିବାର ସମ୍ପର୍କ ଦେଖାଇଛି।
ଫଳାଫଳ - Meta-analyses of 15 outcomes found statistically significant associations with adverse health conditions for 12, including:
• Type 2 diabetes 25% increased risk
• Depression 23% increased risk
• Overweight or obesity 21% increased risk
• All-cause mortality 18% increased risk
• Cardiovascular disease or mortality 18% increased risk
⚠️ UPF କାହିଁକି ବିପଦ ଜନ୍ମାଯାଉଛି?
ଏହି ଡାଏଟ୍ ପ୍ୟାଟର୍ନ୍ ଅନେକ ଭଳି ରାସ୍ତାରେ କ୍ଷତି କରେ—
ପୋଷକତତ୍ୱର ସମତାହୀନତା
ଅଧିକ ଖାଇବାକୁ ଉତ୍ତେଜିତ କରେ
ବିପଜ୍ଜନକ ରାସାୟନିକ ପଦାର୍ଥର ଆବଶ୍ୟକତା ବଢ଼ାଏ
କ୍ଷତିକାରକ additives ଓ ସେମାନଙ୍କର ମିଶ୍ରଣ
ସମସ୍ତକୁ ମିଶାଇ ଦେଖାଉଛି—
UPFs ବିଶ୍ୱର chronic diseases ବଢ଼ିବାର ମୁଖ୍ୟ କାରଣ।
🛑 ସମାଧାନ କେବଳ ‘consumers’ ଉପରେ ନୁହେଁ
ଭଲ ଖାଦ୍ୟ ଅଭ୍ୟାସ ପାଇଁ—
👍 UPF ର production ଓ marketing ଉପରେ regulation
👍 Corporate power କୁ challenge କରିବା
👍 ସ୍ୱାସ୍ଥ୍ୟ, ନ୍ୟାୟ ଏବଂ sustainability କୁ ପ୍ରାଥମିକତା ଦେବା
👍 ପ୍ରାକୃତିକ ଖାଦ୍ୟ ଓ ଘରୋଇ ପକା ଖାଦ୍ୟକୁ ପ୍ରୋତ୍ସାହନ
ଏହା ସମସ୍ତଙ୍କର ଦାୟିତ୍ୱ—
ସରକାର, ସମାଜ, ଗବେଷକ, ମାଧ୍ୟମ ଏବଂ ଆମେ ସମସ୍ତେ।
📢 ଶେଷ ବାର୍ତ୍ତା :
Ultra-Processed Foods ଆମ ଥାଲି, ଆମ ସ୍ୱାସ୍ଥ୍ୟ ଏବଂ ଆମ ଭବିଷ୍ୟତକୁ ଉଜୁଡ଼େଇ ଦେଉଛି।
ଏହାକୁ ରୋକିବା ପାଇଁ ବର୍ତ୍ତମାନ ସମୟ ଆସିଯାଇଛି ।

17/11/2025

ାଆନ୍ତୁକୁଷ୍ଠରୋଗରୁମୁକ୍ତିପାଆନ୍ତୁ

17/11/2025

#କୁଷ୍ଠରୋଗଚିହ୍ନଅଭିଯାନ

Address

Jharsuguda

Website

Alerts

Be the first to know and let us send you an email when Arogya Disha-ଆରୋଗ୍ୟ ଦିଶା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share