30/07/2026
ତୋର ସlଅlନ୍ତ ପଣକୁ କିଏ ସରିକି......
ଭଜନ ସମ୍ରାଟ ଭିକାରୀ ବଳଙ୍କ ଏ ସୁମଧୁର ଭଜନ ଟି ମୁଁ ଗାଇବାକୁ ଚେଷ୍ଟା କରିଛି l ଆପଣ ମାନଙ୍କ ଭଲପାଇବା ଓ ଆଶିର୍ବାଦ ହେଲେ ଆଗକୁ ଏମିତି ବହୁତ୍ ଭଜନ ଓ ଲଘୁ ସଙ୍ଗୀତ ଗାଇ ଶୁଣେଇବି ନମସ୍କାର ଜୟ ଜଗନ୍ନାଥ 🙏l
Tora saanta pana ku kia sari ki.......
I have tried to sing this melodious Bhajan by Bhajan Samrat Bhikari Bal. With your love and blessings, I will continue to sing and share many more Bhajans and light classical songs in the future.
Namaskar Jai Jagannath.