20/08/2026
🩺 ଯକ୍ଷ୍ମା, ଶ୍ଵାସ ଓ ଛାତି ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଏବେ ଆପଣଙ୍କ ସହର କଣିହାଁରେ! 🫁
ବିଶିଷ୍ଟ ଯକ୍ଷ୍ମା ଓ ଛାତି ରୋଗ ବିଶେଷଜ୍ଞ Dr. Satyajeet Acharya (MBBS(HONS) DNB Pulmonary Medicine, TB & Chest Specialist, SUM ULTIMATE MEDICARE, BBSR) ଆସୁଛନ୍ତି ଜଗନ୍ନାଥ ଡାଏଗ୍ନୋଷ୍ଟିକ ସେଣ୍ଟରକୁ।
ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ:
ବାରମ୍ବାର କାଶ ଆସିବା
ଶୋଇବା ଏବଂ ସକାଳ ସମୟରେ କାଶ ଆସିବା
କାଶ ଯୋଗୁଁ ରାତି ଅନିଦ୍ରା ରହିବା
ଧୂଆଁ କିମ୍ବା ଧୂଳି ସଂସ୍ପର୍ଶରେ ଆସିଲେ କାଶ ହେବା
ଧଇଁସଇଁ ହେବା ଯଥା ସିଡି ଚଢ଼ିବା
ସିଟି ବା ହୁଇସିଲ ପରି ଶ୍ଵାସ ବାହାରିବା
ଛାତି ଜାମ୍ ହେବା
ବାରମ୍ବାର ଥଣ୍ଡା, ସର୍ଦ୍ଦି ଲାଗିବା, ଘୁଡୁଘୁଡୁ ଶ୍ଵାସ ଏବଂ କଫ ପଡିବା
📅 ସାକ୍ଷାତକାର ସମୟ:
ତାରିଖ: 23 August 2026 (Sunday)
ସମୟ: 10.30 AM ରୁ 1.00 PM
🏥 ଯୋଗାଯୋଗ ଠିକଣା (Contact Us):
ଜଗନ୍ନାଥ ଡାଏଗ୍ନୋଷ୍ଟିକ (Jagannath Diagnostic)
NTPC, KANIHA, ANGUL
📞 ଫୋନ୍ ନମ୍ବର: 8895449192 || 9668665853
ଆଗୁଆ ଆପଏଣ୍ଟମେଣ୍ଟ ପାଇଁ ତୁରନ୍ତ ଉପରୋକ୍ତ ନମ୍ବରରେ କଲ୍ କରନ୍ତୁ!