Kishori IVF

Call Directions Website Contact the practice

Kishori IVF Pioneering IVF Facilities
Fertility Experts
2200+ Successful IVF Stories
Advance Fertility Center

ସନ୍ତାନ ସୁଖର ସ୍ୱପ୍ନ ପୂରଣ ଦିଗରେ ଆଉ ଏକ ପଦକ୍ଷେପ। ❤️ପଦମପୁରଠାରେ ଆୟୋଜିତ ମେଗା ହେଲ୍ଥ କ୍ୟାମ୍ପରେ ଅଞ୍ଚଳବାସୀଙ୍କୁ ମିଳିଲା ବିଶେଷଜ୍ଞ ଡାକ୍...
02/11/2026

ସନ୍ତାନ ସୁଖର ସ୍ୱପ୍ନ ପୂରଣ ଦିଗରେ ଆଉ ଏକ ପଦକ୍ଷେପ। ❤️
ପଦମପୁରଠାରେ ଆୟୋଜିତ ମେଗା ହେଲ୍ଥ କ୍ୟାମ୍ପରେ ଅଞ୍ଚଳବାସୀଙ୍କୁ ମିଳିଲା ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଓ ସ୍ୱାସ୍ଥ୍ୟସେବା।

ଡା. ପ୍ୟାରୀଲାଲ ତ୍ରିପାଠୀ ଏବଂ ଡା. ସତରୂପା ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଅନେକ ଦମ୍ପତି ନିଜର ସନ୍ତାନ ଜନ୍ମ ସମ୍ବନ୍ଧୀୟ ସମସ୍ୟା ଓ ସନ୍ଦେହର ସମାଧାନ ପାଇଁ ପରାମର୍ଶ ନେଇଥିଲେ।
କାରଣ ସନ୍ତାନ ସୁଖ ସମସ୍ତଙ୍କର ଅଧିକାର। ଏହି ଆଶାକୁ ସାକାର କରିବାର ପ୍ରୟାସରେ କିଶୋରୀ IVF ସର୍ବଦା ଆପଣଙ୍କ ସାଥିରେ।

Kishori IVF, Caring for Your Parenthood Dreams. ❤️

📍 Kishori IVF, Bargarh
📞 +91 73810 60332
🌐 www.kishoriivf.com

01/11/2026

ସନ୍ତାନ ସୁଖ ସମସ୍ତଙ୍କର ଅଧିକାର। ❤️
ଏହି ଆଶାକୁ ସମ୍ମାନ ଦେଇ ପଦ୍ମପୁରଠାରେ ଆୟୋଜିତ ହୋଇଥିଲା କିଶୋରୀ IVF ମେଗା ହେଲ୍ଥ କ୍ୟାମ୍ପ।
ଏହି ଶିବିରରେ ଅଞ୍ଚଳବାସୀଙ୍କୁ ମିଳିଥିଲା ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ, ବନ୍ଧ୍ୟାତ୍ୱ ସମସ୍ୟା ସମ୍ପର୍କିତ ସଚେତନତା ଏବଂ ଉପଯୁକ୍ତ ଚିକିତ୍ସା ଦିଗରେ ମାର୍ଗଦର୍ଶନ।
ଆମର ଲକ୍ଷ୍ୟ କେବଳ ଚିକିତ୍ସା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ଆଶା, ଭରସା ଓ ସଠିକ୍ ଚିକିତ୍ସାର ସୁଯୋଗ ଦେବା।
କିଶୋରୀ IVF – ଅଞ୍ଚଳବାସୀଙ୍କ ସେବାରେ, ସନ୍ତାନ ସୁଖର ସ୍ୱପ୍ନ ସହିତ।

31/10/2026

ଏଥର OTV ର ଲୋକପ୍ରିୟ Talk Show “Doctor Doctor” ରେ ଯୋଗ ଦେବେ Kishori IVF ର ବିଶେଷଜ୍ଞ ଡା. ପ୍ୟାରୀଲାଲ ତ୍ରିପାଠୀ।

ମହିଳାଙ୍କ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଓ Cosmetic Gynaecology ସମ୍ପର୍କିତ ଜରୁରୀ କଥା ଜାଣିବାର ସୁଯୋଗ! Cosmetic Gynaecology କ’ଣ? ଏହାର ଆବଶ୍ୟକତା, ଉପକାରିତା ଓ ଆଧୁନିକ ଚିକିତ୍ସା ବିଷୟରେ ତାଙ୍କଠାରୁ ଜାଣନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା।

📺 ଚ୍ୟାନେଲ୍: OTV
ବାର: ରବିବାର
⏰ ସମୟ: ଅପରାହ୍ନ ୩:୩୦

ଆପଣଙ୍କ ପ୍ରଶ୍ନର ଉତ୍ତର ଓ ସ୍ୱାସ୍ଥ୍ୟ ସମ୍ପର୍କିତ ନୂଆ ତଥ୍ୟ ପାଇଁ ନିଶ୍ଚୟ ଦେଖନ୍ତୁ Doctor Doctor।
ଡା. ପ୍ୟାରୀଲାଲ ତ୍ରିପାଠୀଙ୍କ ସହ ଏହି ବିଶେଷ ଆଲୋଚନା ଦେଖିବାକୁ ଭୁଲନ୍ତୁ ନାହିଁ!
Kishori IVF – ଆପଣଙ୍କ ସ୍ୱାସ୍ଥ୍ୟ ଓ ମାତୃତ୍ୱର ଯାତ୍ରାରେ ବିଶ୍ୱାସର ସାଥୀ।

📍 Kishori IVF, Bargarh
📞 +91 73810 60332



[ CosmeticGynaecology WomensHealth DrPyarilalTripathy KishoriHospital Odisha ]

🌸 Every Sunday, Take a Step Closer to Your Parenthood Dreams! ❤️Planning for a baby but have questions about your fertil...
30/10/2026

🌸 Every Sunday, Take a Step Closer to Your Parenthood Dreams! ❤️

Planning for a baby but have questions about your fertility journey? Get expert guidance and personalised consultation from experienced gynaecologists and fertility specialists at Kishori IVF, Sambalpur.

👩‍⚕️ Consulting Doctors: • Dr. Satyam Dash – Consultant Gynaecologist • Dr. Satarupa Acharjee – Consultant Gynaecologist & Fertility Expert

📅 Every Sunday ⏰ 9 AM Onwards 📍 Gupta Diagnostics, Khetrajpur, Sambalpur

📞 For Appointments: 7381-060-332

Your journey towards parenthood deserves the right guidance and care. 💜

30/10/2026

ଗର୍ଭାବସ୍ଥାକୁ ନେଇ ଅନେକ କଥା ଶୁଣିଥିବେ, କିନ୍ତୁ ସବୁ କଥା ସତ ନୁହେଁ! 🤰💗

ମା’ ହେବାର ଏହି ସୁନ୍ଦର ଯାତ୍ରାରେ ଭୁଲ ଧାରଣା ନୁହେଁ, ଜାଣନ୍ତୁ ସଠିକ୍ ତଥ୍ୟ। ନିଜର ଓ ଗର୍ଭସ୍ଥ ଶିଶୁର ସୁସ୍ଥତା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସଚେତନ ରୁହନ୍ତୁ।

Kishori IVF - ମାତୃତ୍ୱର ଯାତ୍ରାରେ ଆପଣଙ୍କ ସାଥୀ। ❤️

Call/WhatsApp: +917381060332
Visit our website: www.kishoriivf.com

#ମାତୃତ୍ୱ #ଗର୍ଭାବସ୍ଥା

30/10/2026

ମାଆ ହେବାର ସ୍ୱପ୍ନକୁ ସାକାର କରିବାରେ ଆଧୁନିକ ଚିକିତ୍ସା ହୋଇପାରେ ଆପଣଙ୍କର ସାହାଯ୍ୟକାରୀ। ❤️

ବନ୍ଧ୍ୟାତ୍ୱର କାରଣ ଚିହ୍ନଟ କରିବା ଏବଂ ଉପଯୁକ୍ତ ଚିକିତ୍ସା ଯୋଜନା କରିବାରେ ଲାପାରୋସ୍କୋପି ଓ ହିଷ୍ଟେରୋସ୍କୋପି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।

ସଠିକ୍ ପରାମର୍ଶ ଓ ଉପଯୁକ୍ତ ଚିକିତ୍ସା ସହ ମାତୃତ୍ୱର ସ୍ୱପ୍ନ ଦିଗରେ ବଢ଼ାନ୍ତୁ ଆଉ ଏକ ପାଦ। 🌸

Call/WhatsApp: +917381060332
Visit our website: www.kishoriivf.com

#ଓଡ଼ିଆସ୍ୱାସ୍ଥ୍ୟ #ମାତୃତ୍ୱ

30/10/2026

ଗର୍ଭଧାରଣ ସମୟରେ ମା’ ଓ ଶିଶୁର ସୁସ୍ଥତା ପାଇଁ ଠିକ୍ ସମୟରେ ଆବଶ୍ୟକୀୟ ଟେଷ୍ଟ କରାଇବା ଅତ୍ୟନ୍ତ ଜରୁରୀ। 🤰❤️

କେଉଁ ସମୟରେ କେଉଁ ଟେଷ୍ଟ କରିବା ଉଚିତ୍ ଏବଂ କାହିଁକି ଏହା ଆବଶ୍ୟକ, ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଆପଣଙ୍କ ମାତୃତ୍ୱ ଯାତ୍ରା ହେଉ ସୁରକ୍ଷିତ ଓ ସୁସ୍ଥ। 💕

Kishori IVF - ଆପଣଙ୍କ ମାତୃତ୍ୱର ସ୍ୱପ୍ନ ପୂରଣ ଦିଗରେ ଏକ ବିଶ୍ୱସନୀୟ ସାଥୀ। ❤️

Call/WhatsApp: +917381060332
Visit our website: www.kishoriivf.com

#ଗର୍ଭାବସ୍ଥା #ମାତୃତ୍ୱ

You’ve imagined that first “Mumma.”That first “Papa.”That first little voice calling you home. ❤️For couples trying to c...
29/10/2026

You’ve imagined that first “Mumma.”
That first “Papa.”
That first little voice calling you home. ❤️
For couples trying to conceive, every day of waiting can feel like a day too long.
If becoming a parent is the dream, take the next step with the right fertility guidance.
Your journey to that first call can begin with one consultation.
📍 Kishori IVF, Bargarh
📞 +91 73810 60332
🌐 www.kishoriivf.com

27/10/2026

Low S***m Count or Low S***m Motility? Don’t Ignore the Signs. 👨‍⚕️
Male fertility can be affected by several factors, including hormonal imbalances, lifestyle habits, and nutritional deficiencies. The right approach starts with identifying the cause.

✅ Eat a balanced, nutrient-rich diet.
✅ Avoid smoking, excessive alcohol, and anabolic steroids.
✅ Maintain a healthy weight and get adequate sleep.
✅ Never take fertility medicines or supplements without medical advice.
✅ Consult a fertility specialist for proper evaluation and treatment.

Remember, low s***m count or motility does not automatically mean you cannot become a father. Timely evaluation can help you understand your options.

📍 Kishori IVF, Bargarh, Odisha
📞 +91 73810 60332
🌐 www.kishoriivf.com
Take the first step towards informed fertility care. ❤️

***mCount ***mMotility

Address

Bhatli Chowk
Bargarh
768028

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 4pm
Friday 9am - 5pm
Saturday 9am - 5pm
Sunday 9am - 3pm

Telephone

+917381060332

Alerts

Be the first to know and let us send you an email when Kishori IVF posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Kishori IVF:

Shortcuts

Share

Nearby clinics