20/08/2026
ଡାକ୍ତରଙ୍କୁ ଦେଖାଇବାକୁ ଏତେ ଡେରି କାହିଁକି?🤔
ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ସମୟରେ ଆମେ ଲକ୍ଷଣକୁ ଅଣଦେଖା କରିଦେଉ — “କିଛି ହେଇନି”, “ଆପେ ଆପେ ଠିକ୍ ହେଇଯିବ” କହି।
କିନ୍ତୁ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ହିଁ ହେଉଛି ସଚେତନତା। ❤️
ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା, ସନ୍ଦେହ କିମ୍ବା ଅସ୍ୱାଭାବିକ ଲକ୍ଷଣ ଥିଲେ ଲଜ୍ଜା କିମ୍ବା ଭୟ ନୁହେଁ, ଠିକ୍ ସମୟରେ ଠିକ୍ ବିଶେଷଜ୍ଞଙ୍କ ସହ କଥା ହୁଅନ୍ତୁ।
ଆପଣଙ୍କ ସ୍ୱାସ୍ଥ୍ୟ.. ଆପଣଙ୍କ ପ୍ରାଥମିକତା। 🌸
ଏହି ସନ୍ଦେଶଟି ଜଣେ ମା’, ଭଉଣୀ, ଝିଅ କିମ୍ବା ସାଙ୍ଗ ସହିତ Share କରନ୍ତୁ। ❤️