31/12/2022
କିଏ ନୂଆ ଏଠି କିଏ ବା ପୁରୁଣା
ସମୟର ଚକ ଗଡୁଛି
ପୁଷ ମାସିଆ ଲୁଟି ଚାଲିଛନ୍ତି
ସର୍ବନାସିଆ....ଖାଲି ଗଣୁଛି😃
👉 କର୍ମ ଉପରେ ଭରଷା ରଖନ୍ତୁ
ସୁଖ, ଶାନ୍ତି, ସହ ସଚେତନ ରୁହନ୍ତୁ
ନୂଆ ବର୍ଷରେ କିଛି .ନୂଆ କରନ୍ତୁ
💐୨୦୨୩💐ରେ
ସୁରକ୍ଷିତ ରୁହନ୍ତୁ
🙏ମହାପ୍ରଭୁ ଚାହିଁ ଥାଆନ୍ତୁ🙏 dk.