12/07/2026
ଏଣ୍ଡୋମେଟ୍ରିଓସିସ୍ ଓ ଏଡେନୋମାୟୋସିସ୍ – ଦୁଇଟି କି ଏକାସାଙ୍ଗରେ ହୋଇପାରେ?
ହଁ, ଅନେକ କ୍ଷେତ୍ରରେ ଦୁଇଟି ଏକାସାଙ୍ଗରେ ଥାଏ।
ଦୁଇଟି ରୋଗର ଲକ୍ଷଣ ପ୍ରାୟ ଏକାଭଳି—ଅସହ୍ୟ ମାସିକ ବେଦନା, ତଳ ପେଟର ଦୀର୍ଘଦିନର ବେଦନା, ଅଧିକ ରକ୍ତସ୍ରାବ, ସହବାସ ସମୟରେ ବେଦନା ଏବଂ ବନ୍ଧ୍ୟାତ୍ୱ।
ମୋ ପାଖକୁ ଏମିତି ଅନେକ ରୋଗୀ ଆସନ୍ତି, ଯେଉଁମାନଙ୍କର ଚକୋଲେଟ୍ ସିଷ୍ଟ (Endometrioma) ଅପରେସନ୍ ହୋଇସାରିଛି, କିନ୍ତୁ ବେଦନା ଓ ଅଧିକ ରକ୍ତସ୍ରାବ ତଥାପି ରହିଛି। କାରଣ, ଏଡେନୋମାୟୋସିସ୍ ଚିହ୍ନଟ କିମ୍ବା ଚିକିତ୍ସା ହୋଇନଥିଲା।
ତେଣୁ କେବଳ ଚକୋଲେଟ୍ ସିଷ୍ଟର ଚିକିତ୍ସା ହେଲେ ହେବନି।
ଏଣ୍ଡୋମେଟ୍ରିଓସିସ୍ ଥିବା ପ୍ରତ୍ୟେକ ମହିଳାଙ୍କୁ ଏଡେନୋମାୟୋସିସ୍ ପାଇଁ ମଧ୍ୟ ସତର୍କତାର ସହ ଯାଞ୍ଚ କରିବା ଆବଶ୍ୟକ।
ଜଣେ ପ୍ରକୃତ ବିଶେଷଜ୍ଞ କେବଳ ଚକୋଲେଟ୍ ସିଷ୍ଟକୁ ନୁହେଁ, ସମଗ୍ର ରୋଗକୁ ଚିହ୍ନଟ କରି ଚିକିତ୍ସା କରନ୍ତି।
Do Endometriosis & Adenomyosis Occur Together?
Absolutely—and more often than we think.
Both conditions can cause severe period pain, chronic pelvic pain, heavy bleeding, painful in*******se, and infertility. Because their symptoms overlap, treating one while missing the other is not uncommon.
I frequently see women who have undergone surgery for a chocolate cyst, yet continue to suffer from severe pain and heavy bleeding. In many of these cases, the adenomyosis was ne