27/08/2026
ରାକ୍ଷୀର ସୂତାରେ ବନ୍ଧା ଏହି ସମ୍ପର୍କ,
ଭାଇ-ଭଉଣୀଙ୍କ ଭଲପାଇବା ଓ ଯତ୍ନର ଏକ ସୁନ୍ଦର ପ୍ରତୀକ। 💙
ଏହି ରକ୍ଷାବନ୍ଧନରେ ପ୍ରତ୍ୟେକ ଭାଇ-ଭଉଣୀଙ୍କ ଜୀବନ
ସୁସ୍ଥତା, ଖୁସି ଓ ଅସୀମ ଭଲପାଇବାରେ ଭରିଯାଉ। ✨
Prolife Diagnostics ପକ୍ଷରୁ
ରକ୍ଷାବନ୍ଧନର ଅନେକ ଅନେକ ଶୁଭେଚ୍ଛା। ❤️