23/05/2026
ଆମେ ନିଯୁକ୍ତି କରୁଛୁ – ଆମ୍ବୁଲାନ୍ସ ଡ୍ରାଇଭର 🚑
ଯଦି ଆପଣ ଭାବୁଛନ୍ତି ଯେ ଆମ୍ବୁଲାନ୍ସ ଚଳାଇବେ, ଲୋକଙ୍କ ସେବା କରିବେ ଏବଂ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରିବେ…
ତେବେ ଆପଣ ଠିକ୍ ଜଗାରେ ଆସିଛନ୍ତି।
ଏବେହି ଆମ୍ବୁଲାନ୍ସ ଡ୍ରାଇଭର ପଦବୀ ପାଇଁ Apply କରନ୍ତୁ!
✅ ମାସିକ ଦରମା: ₹17,000/-
✅ ଇନସେଣ୍ଟିଭ୍: ₹3,000/- ରୁ ₹7,000/- ପର୍ଯ୍ୟନ୍ତ
✅ ଅନ୍ୟାନ୍ୟ ଅତିରିକ୍ତ Incentive ସୁବିଧା
✅ ରହିବା ପାଇଁ Room ସୁବିଧା ଉପଲବ୍ଧ
✅ ପ୍ରତି ମାସର ଆନୁମାନିକ ଆୟ: ₹25,000/- ରୁ ₹30,000/-
👨⚕️ ଏହା କେବଳ ଗୋଟିଏ ଚାକିରି ନୁହେଁ…
ଏହା ଗୋଟିଏ ଦାୟିତ୍ୱ ଏବଂ ମାନବ ସେବା।
📞 ଅଧିକ ସୂଚନା ପାଇଁ Contact & WhatsApp:
096689 97083