RajatKPati

RajatKPati Hi, Everyone. This is Rajat Kumar Pati. I am a nature lover, an aspiring blogger, problem solver, a

I am a nature lover, an aspiring blogger, problem solver, a techie as well as an emotional counselor.

29/11/2025

ସମୁଦ୍ର ବେଳାଭୂମିରେ ମୁଁ ଆଉ ମୋ ଜଗା
⚫️‼️⚫️🙏🏻

ମା' ଆସୁଛନ୍ତି
08/10/2024

ମା' ଆସୁଛନ୍ତି

17/02/2024

ଖୁସି ରହିବା ଆଉ ଖୁସି ଦେଖେଇବା ଭିତରେ ପାର୍ଥକ୍ୟ କଣ?

18/01/2023

It takes only a minute to get a crush on someone, an hour to like someone, and a day to love someone- but it takes a lifetime to forget someone.

26/12/2022

ତୁମ ଦୁଃଖ ସମୟରେ ତୁମେ ଯାହାକୁ ମନେ ପକାଇଥାଅ (ଭଲ ପାଇଁ ହେଉ କି ଖରାପ ପାଇଁ ହେଉ) ସେ ହିଁ ତୁମର ଭଗବାନ ।

24/12/2022

ନିଚ୍ଛକ ସତ ଲେଖିବା ପାଇଁ କଲମରେ କାଳି ନୁହେଁ, ଶିରା ଆଉ ଧମନୀରେ ସ୍ୱାଭିମାନ ଭରା ରକ୍ତ ବହୁଥିବା ଆବଶ୍ୟକ ।

23/09/2022

ମୋ ଜୀବନ ବିଷୟରେ କିଛି ଦି ପଦ ଲେଖିଦେବି ବୋଲି ସକାଳୁ ସକାଳୁ ଭାବିଲି । ସେଥିପାଇଁ ଉଠୁଉଠୁ ମୋବାଇଲ ଟା ଧରି ବସିଛି । ଭାବୁଛି କିଛି ଜୀବନର ଦୁଃଖ ଲେଖିବି କିନ୍ତୁ ଲେଖିପାରୁନି କାହିଁକିନା ମୋ ଜୀବନର ଦୁଃଖ କଥା ଭାବିଲା ମାନେ ମତେ ଦୁନିଆରେ ମୋ ଠାରୁ ଅଧିକ ଦୁଃଖୀ ଲୋକଙ୍କ କଥା ମନେପଡ଼ିଗଲା । ଭାବିଲି ସେମାନେ ତ ବଞ୍ଚିଛନ୍ତି ଆଜିଯାଏଁ ସଂଘର୍ଷ କରି । ମୋ ସଂଘର୍ଷ ବୋଧେ ତା ଠାରୁ କମ । କିନ୍ତୁ ଗୋଟିଏ ଜିନିଷ ବୁଝିଲି ଜୀବନର ଅନ୍ୟନାମ ସଂଘର୍ଷ । ଆଉ କେବେ ବି ଭାବନ୍ତୁ ନାହିଁ କି ଜୀବନରେ ସବୁ ବେଳେ ଆମକୁ ଖୁସି ମିଳିବ । ରାଗ ରୁଷା ସୁଖ ଦୁଃଖ ଭଲ ମନ୍ଦ ଏ ସବୁ ଜୀବନର ଅଂଶ। ଆଉ ବୋଧହୁଏ ଏଗୁଡ଼ିକ ନଥିଲେ ଜୀବନ ସେତେ ମଧୁର ଲାଗିବ ନାହିଁ ।

ସମ୍ପର୍କ ଏଇ ନ'(୯) ମାସର ସମ୍ପର୍କ ଭଲ ଆଉ ମନ୍ଦ ରସମ୍ପର୍କ ଖୁସି ବାଣ୍ଟିବାର ଆଉ ପୁଣି ସମ୍ପର୍କ ମଧୁର ତିକ୍ତତା ର ସମ୍ପର୍କ ପ୍ରେମ ଆଉ ପ୍ରଣୟରଆ...
15/04/2022

ସମ୍ପର୍କ ଏଇ ନ'(୯) ମାସର
ସମ୍ପର୍କ ଭଲ ଆଉ ମନ୍ଦ ର
ସମ୍ପର୍କ ଖୁସି ବାଣ୍ଟିବାର ଆଉ
ପୁଣି ସମ୍ପର୍କ ମଧୁର ତିକ୍ତତା ର
ସମ୍ପର୍କ ପ୍ରେମ ଆଉ ପ୍ରଣୟର
ଆମ ସମ୍ପର୍କ ଖୁସି ଦାମ୍ପତ୍ୟ ର

#ଦାମ୍ପତ୍ୟଜୀବନ

20/10/2021

In silence you can't hide anything ... As you can in words.

20/09/2021

ବୁଝି ବୁଝେଇ ବୁଝିଯିବାର ଅନ୍ୟନାମ ଜୀବନ ।

19/07/2021

ଦୁଃଖ ନ କହିପାରିବାର ଦୁଃଖ ଟା ହୁଏତ ଜୀବନର ସବୁଠାରୁ ବଡ଼ ଦୁଃଖ ।

15/01/2021

It is so simple to be happy, but it is so difficult to be simple.

Address

Bhubaneswar
751012

Website

Alerts

Be the first to know and let us send you an email when RajatKPati posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to RajatKPati:

Share