10/02/2026
ଆପଣଙ୍କ ପିଲା writing avoid କରୁଛି କି?
ଯଦି ପିଲା: • ଲେଖିବାରେ ଶୀଘ୍ର tired ହେଉଛି
• Pencil ଠିକ୍ ଧରିପାରୁନାହିଁ
• Homework କରିବାକୁ ମନ ନାହିଁ
👉 Occupational Therapy handwriting improve କରିବାରେ help କରେ।
📍 MpowerMe Occupational Therapy Center, Bhubaneswar