08/09/2026
#ହୃଦ୍ରୋଗ_ଓ_ଷ୍ଟ୍ରୋକ୍_ପରେ_ଫିଜିଓଥେରାପି
ଏହି ଭିଡିଓରେ Dr. Shaswati Suchismita (PT) ବୁଝାଇଛନ୍ତି କିପରି Physiotherapy ଔଷଧ କିମ୍ବା ସର୍ଜରି ବିନା ଅନେକ ପ୍ରକାରର ଯନ୍ତ୍ରଣା କମାଇବା, ଶରୀରର ଚଳନ କ୍ଷମତା ବଢ଼ାଇବା ଏବଂ ଜୀବନର ଗୁଣବତ୍ତା ସୁଧାରିବାରେ ସାହାଯ୍ୟ କରେ।
📌 ଏହି ଭିଡିଓରେ ଜାଣନ୍ତୁ:
🔴Physiotherapy କ'ଣ?
🔴କେଉଁ ରୋଗରେ Physiotherapy ଉପକାରୀ?
🔴ଔଷଧ ବିନା Pain Management
🔴 ଭଲ Mobility ଓ Faster Recovery
🔴 କେବେ Physiotherapistଙ୍କୁ ଦେଖାଇବେ?
👩⚕️ Dr. Shaswati Suchismita (PT)
Director – Shree Jagannath Physiotherapy Clinic
📍 Clinic 1:
Shree Jagannath Physiotherapy Clinic
Canal Road, Chhatra Bazar, Kataka, Odisha
📍 Clinic 2:
Shree Jagannath Physiotherapy Clinic
Near Janani Clinic, Mahanadivihar, Kataka
📞 For Appointment: 7077673040
👍 ଯଦି ଏହି ଭିଡିଓ ଆପଣଙ୍କୁ ଉପକାରୀ ଲାଗିଥାଏ, ତେବେ Like, Share ଏବଂ Subscribe କରନ୍ତୁ। ନୂତନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭିଡିଓ ପାଇଁ Bell Icon 🔔 ଦବାଇବାକୁ ଭୁଲିବେ ନାହିଁ।