Krishna Vikash Binayak Hospital, Burla

Krishna Vikash Binayak Hospital, Burla For you, for life

ପ୍ରତ୍ୟେକ ମଙ୍ଗଳବାର କ୍ରୀଷ୍ଣା ବିକାଶ ବିନାୟକ ହସ୍ପିଟାଲରେ ନିଶୁଳ୍କ ଡାକ୍ତର ପରାମର୍ଶ ସୁବିଧା ଉପଲବ୍ଧ।ଆମର ସାପ୍ତାହିକ ବିଶେଷ ସ୍ୱାସ୍ଥ୍ୟ ସେ...
03/08/2026

ପ୍ରତ୍ୟେକ ମଙ୍ଗଳବାର କ୍ରୀଷ୍ଣା ବିକାଶ ବିନାୟକ ହସ୍ପିଟାଲରେ ନିଶୁଳ୍କ ଡାକ୍ତର ପରାମର୍ଶ ସୁବିଧା ଉପଲବ୍ଧ।

ଆମର ସାପ୍ତାହିକ ବିଶେଷ ସ୍ୱାସ୍ଥ୍ୟ ସେବା ସହ ଆପଣଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଆଗକୁ ଏକ ପଦକ୍ଷେପ ନିଅନ୍ତୁ।

✅ ଅନୁଭବୀ ଡାକ୍ତରମାନଙ୍କ ସହ ନିଶୁଳ୍କ ପରାମର୍ଶ କରନ୍ତୁ।
✅ ସମସ୍ତ CT Scan ଉପରେ ୨୫% ରିହାତି
✅ ବର୍ହିବିଭାଗ ପାଥୋଲୋଜି ପରୀକ୍ଷାରେ ୨୦% ରିହାତି
✅ ହସ୍ପିଟାଲ ଫାର୍ମାସିରୁ ଔଷଧ ମୂଲ୍ୟରେ ୧0% ରିହାତି

GJAY ଯୋଜନା ଅଧୀନରେ ଯୋଗ୍ୟ ବିବେଚିତଙ୍କ ପାଇଁ ସମ୍ପୂର୍ଣ୍ଣ ନିଶୁଳ୍କ ଚିକିତ୍ସା ଉପଲବ୍ଧ।

📞 ପ୍ରଶ୍ନ କିମ୍ବା ସାକ୍ଷାତକାର ପାଇଁ: 77518 82999
📍 ସ୍ଥାନ: ଫାୟାର ଷ୍ଟେସନ୍ ସମ୍ମୁଖ, ବୁର୍ଲା ।

ସମଲପୁରୀ ଦିନ୍‌ର ଗୁର୍ଦୁଟେ ବହୁତ୍ ବହୁତ୍ ସୁଭେଚ୍ଛା ଓ ଅଭିନନ୍ଦନ।ଜୟ ମାଁ ସମଲେଇ!
01/08/2026

ସମଲପୁରୀ ଦିନ୍‌ର ଗୁର୍ଦୁଟେ ବହୁତ୍ ବହୁତ୍ ସୁଭେଚ୍ଛା ଓ ଅଭିନନ୍ଦନ।

ଜୟ ମାଁ ସମଲେଇ!

A heart attack is a medical emergency. Don't drive yourself to the hospital,call emergency medical services immediately....
28/07/2026

A heart attack is a medical emergency. Don't drive yourself to the hospital,call emergency medical services immediately.

Every minute matters.

Your health starts on your plate. Every nutritious meal is a step toward a healthier tomorrow.
25/07/2026

Your health starts on your plate.
Every nutritious meal is a step toward a healthier tomorrow.

ରଥରେ ଫେରୁଛନ୍ତି କାଳିଆ ସାଆନ୍ତ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆମ ସମସ୍ତଙ୍କ ଜୀବନରେ ନୂତନ ଆଶା, ଆନନ୍ଦ ଓ ସକାରାତ୍ମକ ଶକ୍ତିର ସଞ୍ଚାର କରୁ...
24/07/2026

ରଥରେ ଫେରୁଛନ୍ତି କାଳିଆ ସାଆନ୍ତ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆମ ସମସ୍ତଙ୍କ ଜୀବନରେ ନୂତନ ଆଶା, ଆନନ୍ଦ ଓ ସକାରାତ୍ମକ ଶକ୍ତିର ସଞ୍ଚାର କରୁ।

କ୍ରୀଷ୍ଣା ବିକାଶ ହସ୍ପିଟାଲ୍ସ ପରିବାର ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ଆଶୀର୍ବାଦରେ ସମସ୍ତେ ସୁସ୍ଥ, ସୁରକ୍ଷିତ ଓ ସୁଖମୟ ଜୀବନ ବିତାନ୍ତୁ।

our brain is the command center of your body, protect it with healthy choices every day.                                ...
22/07/2026

our brain is the command center of your body, protect it with healthy choices every day.

Your eyes deserve regular care , not just when something feels wrong.
21/07/2026

Your eyes deserve regular care , not just when something feels wrong.

Address

Infront Of Fire Station
Burla
768017

Alerts

Be the first to know and let us send you an email when Krishna Vikash Binayak Hospital, Burla posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Krishna Vikash Binayak Hospital, Burla:

Shortcuts

Share