30/07/2026
ଜୀବନର ଅମୂଲ୍ୟ କ୍ଷତିକୁ କୌଣସି ସହାୟତା ପୂରଣ କରିପାରିବ ନାହିଁ। କିନ୍ତୁ କଷ୍ଟର ସମୟରେ ଗୋଟିଏ ସହାୟକ ହାତ ଆଶାର ନୂଆ ଆଲୋକ ହୋଇପାରେ।
ସିଲଭରସିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ଦେହାନ୍ତ ପରେ, ସେହି ପରିବାରର ଭବିଷ୍ୟତକୁ ଧ୍ୟାନରେ ରଖି ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରିବାର ଆଶ୍ୱାସନା ଦିଅ ଯାଇଛି ।
ଏହା କେବଳ ଏକ ନିଯୁକ୍ତି ନୁହେଁ, ବରଂ ଦୁଃଖର ସମୟରେ ସାଥୀ ହୋଇ ଠିଆ ହେବାର ଏକ ସାନ ପ୍ରୟାସ।
ସିଲଭରସିଟି ହସ୍ପିଟାଲ ସଦା ମାନବିକତା, ସହାନୁଭୂତି ଓ ସେବାର ମୂଲ୍ୟବୋଧକୁ ସର୍ବୋପରି ରଖି କାର୍ଯ୍ୟ କରିଆସିଛି।
https://www.facebook.com/share/v/1LTuqePRer/