13/03/2026
🌍 World Kidney Day – 13 March
World Kidney Day ଅବସରରେ ଆମେ ସମସ୍ତଙ୍କୁ କିଡନି ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହେବାକୁ ଅନୁରୋଧ କରୁଛୁ।
କିଡନିକୁ ସୁସ୍ଥ ରଖିବା ପାଇଁ –
💧 ପର୍ଯ୍ୟାପ୍ତ ପାଣି ପିଉନ୍ତୁ
🥗 ସନ୍ତୁଳିତ ଖାଦ୍ୟ ଖାନ୍ତୁ
🧂 ଲୁଣ ଖାଦ୍ୟ କମ କରନ୍ତୁ
🏃 ନିୟମିତ ବ୍ୟାୟାମ କରନ୍ତୁ
🩺 ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ
Let’s raise awareness and protect kidney health.
— Team Hima Hospital