16/12/2025
ପ୍ରତ୍ୟେକ ସପ୍ତାହ ସମବାର ଓ ଶୁକ୍ରବାର ଦିନ ଆସୁଛନ୍ତି ଡାକ୍ତର.ଦେବାଶିଷ ଦାସ MBBS,MD(Medicine),DM (Endocrinologist )
ରୋଗ ର ଲକ୍ଷଣ ....
°ଡାଇବେଟିସ ବାରମ୍ବାର ବଢିଯିବା କିମ୍ବା ଡାଇବେଟିସ କମିଯିବା ।
°ପାଦ ହାତ ଝିମ୍ ଝିମ୍ କରିବା କିମ୍ବା ବିନ୍ଧିବା ।
°ଆଖିରେ ଅଳ୍ପ ଦେଖା ଦେବା କିମ୍ବା ଝାପ୍ସା ଦୃଷ୍ଟି ଦେଖାଯିବା ।
°ଓଜନ କମିବା କିମ୍ବା ବଢ଼ିଯିବା ।
°ଖାଇବା ଅଳ୍ପ ଖାଇଲେ ପେଟ ଫୁଲିଯିବା ।
°ରାତିରେ ନିଦ ନ ହେବା ।
°ବାରମ୍ବାର ପରିସ୍ରା ଲାଗିବା ।
°ଥକା ଲାଗିବା ।
ଆପଣଙ୍କର ଏ ଭଳି କିଛିବି ସମସ୍ୟା ଅଛିକି ତାହାଲେ ଆଜିହି ଯୋଗାଯୋଗ କରନ୍ତୁ ଉତ୍କଳ ମେଡିକାଲ ହଲ ଓ ପୋଲିକ୍ଲିନିକ। ।
ସିରିଏଲ ନମ୍ବର କରିବା ପାଇଁ WhatsApp ରେ ଯୋଗାଯୋଗ କରନ୍ତୁ 9124999192
Doctor comes every Monday and
Friday. Dr.Debasish Das MBBS, MD (Medicine), DM (Endocrinologist)
Symptoms of the disease ....
°Diabetes is increasing frequently or diabetes is decreasing.
°Tingling or prickling in the feet and hands.
°Impaired vision or blurred vision.
°Weight loss or gain.
°Swelling of the stomach after eating less.
°Inability to sleep at night.
°Frequent urination.
°Fatigue.
If you have any such problems, contact Utkal Medical Hall and Polyclinic today. .
Contact WhatsApp 9124999192 to get the serial number.