Dr Chittaranjan Barik, Neurologist

Dr Chittaranjan Barik, Neurologist Neurologist dedicated to providing comprehensive care for disorders of the brain, spine & nerve.

26/07/2026

ବେକ ବେଲ୍ଟ (Cervical Collar) କେତେ ଦିନ ପିନ୍ଧିବେ?

22/07/2026

ବେକ ବ୍ୟଥା ହେଲେ ସବୁବେଳେ MRI ଦରକାର କି?
ନା! ପ୍ରତ୍ୟେକ ବେକ ବ୍ୟଥା ପାଇଁ MRI କରିବା ଆବଶ୍ୟକ ନୁହେଁ। କେଉଁ ସମୟରେ MRI ଦରକାର ହୁଏ ଏବଂ କେଉଁ ସମୟରେ ଦରକାର ନୁହେଁ—ଏହି ଭିଡିଓରେ ସହଜ ଭାଷାରେ ଜାଣନ୍ତୁ।

08/07/2026

ବାରମ୍ବାର ବେକ ବ୍ୟଥା, କାନ୍ଧକୁ ବ୍ୟଥା ଯିବା କିମ୍ବା ହାତରେ ଝିଣ୍ଝିଣ୍ ହେଉଛି କି? ଏହା Cervical Spondylosis ର ଲକ୍ଷଣ ହୋଇପାରେ।

ଅଣ୍ଟା ବ୍ୟଥା ଲାଗି ଘରୋଇ ବ୍ୟାୟାମ।।।
07/07/2026

ଅଣ୍ଟା ବ୍ୟଥା ଲାଗି ଘରୋଇ ବ୍ୟାୟାମ।।।

01/07/2026

ପାରାଲିସିସ୍ କେତେ ଦିନେ ଠିକ୍ ହେବ? ସତ୍ୟ ଜାଣନ୍ତୁ!1 ସପ୍ତାହ, 1 ମାସ କିମ୍ବା ଅଧିକ?

25/06/2026

"ଗ୍ୟାସ ଲାଗି ମୁଣ୍ଡ ବଥା ହେଉଛି ବୋଲି ଭାବୁଛନ୍ତି?

22/06/2026

ଏହି ଲକ୍ଷଣ ଥିଲେ ସାବଧାନ! ଏହା ମାଇଗ୍ରେନ୍ ହୋଇପାରେ”,
ସ୍ନାୟୁ ମସ୍ତିଷ୍କ ଉପରେ ଆହୁରି ଅନେକ ସରଳ ଭାଷାରେ ଥିବା ଭିଡିଓ ପାଇଁ ଆମର YouTube channel (Dr Chittaranjan Barik Neurodoc) subscribe କରନ୍ତୁ

ଆପଣଙ୍କର ସାଧାରଣ ମୁଣ୍ଡବିନ୍ଧା ମାଇଗ୍ରେନ୍ ନୁହେଁ ତ?Full video in our YouTube channel https://www.youtube.com/
20/06/2026

ଆପଣଙ୍କର ସାଧାରଣ ମୁଣ୍ଡବିନ୍ଧା ମାଇଗ୍ରେନ୍ ନୁହେଁ ତ?
Full video in our YouTube channel https://www.youtube.com/

15/06/2026

ଅଣ୍ଟା ବଥା କେବଳ ଔଷଧ ରେ ଭଲ ହୋଇପାରି ନ ଥାଏ? ଜାଣନ୍ତୁ, Physiotherapy ହେଉଛି ସେହି ଚିକିତ୍ସା ଯାହା ଖାଲି pain କମ୍ କରେନି, ବରଂ ମୂଳ କାରଣକୁ ମଧ୍ୟ ଠିକ୍ କରିବାରେ ସାହାଯ୍ୟ କରେ!"
For full video Subscribe to our YouTube channel -Dr Chittaranjan Barik Neurodoc
https://www.youtube.com/

Address

Burla
Sambalpur
768017

Alerts

Be the first to know and let us send you an email when Dr Chittaranjan Barik, Neurologist posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share