Dr Subhankar Swain

Call Directions Website Contact the practice

Dr Subhankar Swain 🧠 Neuropsychiatrist | Addiction & Sexual Medicine
⚡ Neuromodulation • Ketamine • Brain-based treatments
📍 SS Neuropsychiatry Clinic, Sambalpur, Odisha

ନମସ୍କାର 🙏 ମୁଁ ଡା. ଶୁଭଙ୍କର ସ୍ୱାଇଁ, Consultant Psychiatrist from Sambalpur. This page is where I explain mental health in ...
03/11/2026

ନମସ୍କାର 🙏 ମୁଁ ଡା. ଶୁଭଙ୍କର ସ୍ୱାଇଁ, Consultant Psychiatrist from Sambalpur. This page is where I explain mental health in simple Odia and English. If you’re new here, start with this post.

Follow for weekly tips. Consult details are in the bio link.🔗

01/11/2026

🍺 ହଠାତ୍ ମଦ ଛାଡ଼ିବା ବିପଦଜନକ!

ବହୁତ ଦିନ ଧରି ମଦ ପିଉଥିଲେ ଶରୀର ଓ brain ମଦ ସହ ଅଭ୍ୟସ୍ତ ହୋଇଯାଏ। ହଠାତ୍ ଛାଡ଼ିଦେଲେ brain ଶାନ୍ତ ରହିପାରେ ନାହିଁ।

ଏହି ଲକ୍ଷଣ ଦେଖାଯାଇପାରେ:
✋ ହାତ ଥରିବା
😰 ଅଧିକ ଚିନ୍ତା, ଛାତି ଧଡ଼ଧଡ଼
😴 ନିଦ ନହେବା
👁 ନଥିବା ଜିନିଷ ଦେଖାଯିବା ବା ଶୁଣାଯିବା (Hallucinations)
⚡ ଗୁରୁତର ହେଲେ ବାତ / ମାରକି / ଫିଟ୍ (seizure)

✅ ଖୁସିର କଥା: ଏହାର ଚିକିତ୍ସା ଅଛି। ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଲେ withdrawal ସୁରକ୍ଷିତ ଭାବେ ସମ୍ଭାଳିହୁଏ।

⚠️ ନିଜେ ନିଜେ ମଦ ଛାଡ଼ନ୍ତୁ ନାହିଁ, ନିଜେ ଔଷଧ ମଧ୍ୟ ନିଅନ୍ତୁ ନାହିଁ। ଆଗେ ଡାକ୍ତରଙ୍କୁ ଦେଖାନ୍ତୁ। Consult a Psychiatrist near you.

📌 Save କରନ୍ତୁ, ଆଉ ଯାହାଙ୍କୁ ଦରକାର ତାଙ୍କୁ share କରନ୍ତୁ।

⚠️ Disclaimer: ଏହି ପୋଷ୍ଟ ସଚେତନତା ପାଇଁ ମାତ୍ର। ଏହା ମଦ୍ୟପାନକୁ ପ୍ରୋତ୍ସାହିତ କରେ ନାହିଁ, ଏବଂ ନିଜେ ମଦ ଛାଡ଼ିବାକୁ ମଧ୍ୟ ପରାମର୍ଶ ଦିଏ ନାହିଁ। ଆଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

#ମଦଛାଡ଼ିବା MentalHealthOdisha DrSubhankarSwain

30/10/2026

💔 Breakup ପରେ ମନ ଭାଙ୍ଗିଯିବା ଦୁର୍ବଳତା ନୁହେଁ। ଏହା ମସ୍ତିଷ୍କର ସ୍ୱାଭାବିକ ପ୍ରତିକ୍ରିୟା।

ଦୀର୍ଘ ସମ୍ପର୍କ ଶେଷ ହେଲେ ମସ୍ତିଷ୍କ withdrawal ଭଳି ଅବସ୍ଥାରୁ ଗତି କରେ। ଏହି ସମୟରେ ଏହି 3 ଟି କାମ ସାହାଯ୍ୟ କରେ:
🤝 ବନ୍ଧୁ ଓ ପରିବାର ସହ ସମୟ ବିତାଅ
🏋️ ନିୟମିତ exercise କର
🎸 ନୂଆ skill ଶିଖ

ଆଉ ମନେ ରଖ, ex କୁ stalk କରିବା ଘା’କୁ ବାରମ୍ବାର ଖୋଳିବା ଭଳି।

ଦୁଇ ସପ୍ତାହରୁ ଅଧିକ ସମୟ ଧରି ନିଦ, ଖାଇବା ବା କାମ ପ୍ରଭାବିତ ହେଉଥିଲେ ଡାକ୍ତରଙ୍କ ସାହାଯ୍ୟ ନିଅ। ସାହାଯ୍ୟ ମାଗିବା ସାହସର କଥା।

📩 ଏମିତି କୌଣସି ବନ୍ଧୁ ଅଛନ୍ତି? ତାଙ୍କୁ ଏହି reel share କର।

DrSubhankarSwain Sambalpur

27/10/2026

ନମ୍ବର 1,3,5 ଆଉ 13 ଅଶୁଭ ? ସବୁବେଳେ ନମ୍ବର ଘୁରିବୁଲୁଛି mind ରେ ?

ଆପଣଙ୍କ ପରିଚିତ କେହି ଏମିତି କରୁଛନ୍ତି? ଏହି reel ତାଙ୍କୁ share କରନ୍ତୁ, ଆଉ ଯଦି ଜୀବନ କୁ ବହୁତ ପ୍ରଭାବିତ କରୁଛି ମନୋରୋଗ ବିଶେଷଜ୍ଞଙ୍କୁ ଦେଖାନ୍ତୁ।

Odd-even OCD means feeling forced to do things in even (or odd) numbers, or else feeling intense fear that something bad will happen. The ritual gives brief relief, but the anxiety returns stronger.

Good news: OCD is treatable with ERP (Exposure and Response Prevention) therapy, and medication when needed.

📌 Save this reel
📤 Share with someone who needs it
🩺 If this sounds familiar, please consult a psychiatrist.

Odisha Sambalpur StudentMentalHealth

ମଦ ଆପଣଙ୍କ ସବୁଠୁ ଭଲ ସାଙ୍ଗ ? ଏହା ମାନସିକ ଚାପ stress , sleep ଶୋଇବା ଏବଂ ମନ ଭଲ ନଥିବା (low mood) ସମୟରେ ସାହାଯ୍ୟ କରେ ଭାବିବା ଭୁଲ ଧ...
26/10/2026

ମଦ ଆପଣଙ୍କ ସବୁଠୁ ଭଲ ସାଙ୍ଗ ?
ଏହା ମାନସିକ ଚାପ stress , sleep ଶୋଇବା ଏବଂ ମନ ଭଲ ନଥିବା (low mood) ସମୟରେ ସାହାଯ୍ୟ କରେ ଭାବିବା ଭୁଲ ଧାରଣା !

🔸 ଏହା ଗଭୀର ନିଦକୁ ଭଙ୍ଗ କରିଥାଏ
🔸 ଏହା ପରଦିନ ଚିନ୍ତା ଏବଂ ଖରାପ ମନୋଭାବକୁ ଆହୁରି ବଢ଼ାଇଦେଇଥାଏ
🔸 ସମୟ କ୍ରମେ ଏହା ଯକୃତ (liver) ଏବଂ ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ
🔸 ପରିସ୍ଥିତି ର ସାମ୍ନା କରିବା ପାଇଁ ଆପଣ ଯେତିକି ଅଧିକ ଏହା ଉପରେ ନିର୍ଭର କରିବେ, ଏହାକୁ ବନ୍ଦ କରିବା ସେତିକି କଷ୍ଟକର ହେବ

Alcohol feels like it helps with stress, sleep and low mood, but it does the opposite.
🔸 It fragments deep sleep
🔸 It worsens anxiety and low mood the next day
🔸 It harms the liver and the brain over time
🔸 The more you rely on it to cope, the harder it is to stop

If you need a drink to relax, to sleep or to feel normal, that is not friendship. That is dependence, and it is a treatable medical condition, not a character flaw.

Signs it may be time to seek help:
• Drinking to cope with stress or emotions
• Needing more to get the same effect
• Failed attempts to cut down
• Morning drinking, or withdrawal symptoms like shakiness and sweating

⚠️ Do not stop suddenly if you drink heavily every day. Withdrawal can be dangerous, so get medical guidance first.

ସାହାଯ୍ୟ ମାଗିବା ଦୁର୍ବଳତା ନୁହେଁ, ସାହସ। 💙
Talk to a doctor or a mental health professional. Recovery is possible.

📌 Save this and share it with someone who needs to hear it.

ରିପୋର୍ଟ ସବୁ ନର୍ମାଲ୍, ତଥାପି ଛାତି ରେ ଚାପ, ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା , ଗଳାରେ ଅଟକିଲା ପରି ଲାଗୁଛି , ପେଟ ଗୋଳମାଳ, ମୁଣ୍ଡ ଘୂରିବା...
22/10/2026

ରିପୋର୍ଟ ସବୁ ନର୍ମାଲ୍, ତଥାପି ଛାତି ରେ ଚାପ, ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା , ଗଳାରେ ଅଟକିଲା ପରି ଲାଗୁଛି , ପେଟ ଗୋଳମାଳ, ମୁଣ୍ଡ ଘୂରିବା? 🤔

ଏହା କଳ୍ପନା ନୁହେଁ। ଏହାକୁ ସାଇକୋସୋମାଟିକ୍ ସମସ୍ୟା କୁହାଯାଏ।
Normal reports but real symptoms? These can be psychosomatic disorders (somatic symptom disorder). Real, common and treatable.

📌 Swipe: ଲକ୍ଷଣ, କାରଣ ଓ ଉପଚାର
⚠️ ପ୍ରଥମେ ଡାକ୍ତରୀ ଯାଞ୍ଚ, ପରେ ମନର ଯତ୍ନ।
Get examined first. Then treat the stress too.

💬 Save ଓ share କରନ୍ତୁ।

📍 Dr. Subhankar Swain, Consultant Neuropsychiatrist, Sambalpur
📞 [6370329563]

odiamentalhealth drsubhankarswain

କମ୍ ଖାଉଛନ୍ତି, ତଥାପି Fat କମୁନି? 🤔Body Fat କମିବାର real science ଜାଣନ୍ତୁ। Swipe କରନ୍ତୁ!
18/10/2026

କମ୍ ଖାଉଛନ୍ତି, ତଥାପି Fat କମୁନି? 🤔

Body Fat କମିବାର real science ଜାଣନ୍ତୁ। Swipe କରନ୍ତୁ!

17/10/2026

ଡାକ୍ତର ନିଜେ କ’ଣ ସବୁବେଳେ healthy lifestyle follow କରନ୍ତି? 🤔

ରୋଗୀଙ୍କୁ Alcohol କମାଇବାକୁ, ଭଲ ଖାଇବାକୁ, Exercise କରିବାକୁ ଓ ଠିକ୍ ସମୟରେ ଶୋଇବାକୁ ପରାମର୍ଶ ଦେଉଥିବା ଡାକ୍ତରମାନେ ନିଜ ଜୀବନରେ ସବୁବେଳେ ଏହି ନିୟମ ମାନିପାରନ୍ତି କି?

ସତ କଥା ହେଉଛି, Medical knowledge ଥିବା ଓ ତାକୁ ନିଜ ଜୀବନରେ ପ୍ରୟୋଗ କରିବା ଦୁଇଟି ଅଲଗା କଥା।

Doctors are human too. Stress, long working hours, social habits and personal choices can affect their lifestyle as well.

ଆପଣଙ୍କ ମତରେ, ଅନ୍ୟକୁ ଯାହା ପରାମର୍ଶ ଦେଉଛୁ, ତାହା ନିଜେ follow କରିବା କେତେ କଷ୍ଟକର?

MentalHealth OdiaReels DrSubhankarSwain

Address

SS NEUROPSYCHIATRY CLINIC, Near KTM Bike Showroom , Panchgocchia , Bareipali
Sambalpur
768006

Opening Hours

Monday 7:30am - 9am
1pm - 2pm
Tuesday 7:30am - 9am
1pm - 2pm
Wednesday 7:30am - 9am
1pm - 2pm
Thursday 7:30am - 9am
1pm - 2pm
Friday 7:30am - 9am
1pm - 2pm
Saturday 7:30am - 9am
1pm - 2pm

Telephone

+916370329563

Alerts

Be the first to know and let us send you an email when Dr Subhankar Swain posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Dr Subhankar Swain:

Shortcuts

Share

Category